ETV Bharat / city

ଗଜପତିରୁ ଉତ୍ତରପ୍ରଦେଶ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ - ଗଜପତିରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ

ଗଜପତିରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇ ଟ୍ରକକୁ ଧରିବାରେ ସକ୍ଷମ ହୋଇଛି ଅବକାରୀ ଗୁଇନ୍ଦା ବିଭାଗ । ଟ୍ରକରୁ ପ୍ରାୟ ୨୧୭ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ

ganja
ganja
author img

By

Published : Jun 9, 2022, 9:39 AM IST

ବ୍ରହ୍ମପୁର: ଗଜପତିରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାକୁ ପଣ୍ଡ କରିବାରେ ସଫଳ ହୋଇଛି ଅବକାରୀ ଗୁଇନ୍ଦା ବିଭାଗ । ବ୍ରହ୍ମପୁର ସହର ଉପକଣ୍ଠ ରହିଥିବା ଆମ୍ବଗଡ ନିକଟରେ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଟ୍ରକରୁ ପେଟି ପେଟି ଗଞ୍ଜେଇ ଜବତ ହୋଇଛି । ଯାହା ପାଖାପାଖି 217 କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 30ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ।

ଗଜପତିରୁ ଉତ୍ତରପ୍ରଦେଶକୁ ହେଉଥିଲା ଚାଲାଣ:

ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣ ବଢିପାରେ ଲାଗିଛି । ସେହିପରି ଗଜପତିରୁ ଉତ୍ତରପ୍ରଦେଶ ଭାୟା ବହ୍ମପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ଗୁଇନ୍ଦା । ବାସ ତା ପରେ ଜୋରଦାର ହୋଇଥିଲା ଚେକିଂ । ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପ ଅଧିକ୍ଷକ କୁବେର ସେଠୀଙ୍କ ନେତୃତ୍ବରେ ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା ଆମ୍ବଗଡ ନିକଟରେ ଜଗି ରହିଥିଲେ । ୟୁପି ନମ୍ବର ରହିଥିବା ଟ୍ରକରୁ ଏଭଳି ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ଘଟଣାରେ ୟୁପିର ସାଲାମତ ଶାହାକୁ ଗିରଫ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.