ETV Bharat / city

ବିଷାକ୍ତ ଖାଦ୍ୟ ଖାଇ ୬ କଲେଜ ଛାତ୍ରୀ ଅସୁସ୍ଥ, ୨ ଗୁରୁତର - ବାଲେଶ୍ବରରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ଗୁରୁତର

ରୂପସାରେ ଥିବା ଏକ କଲେଜରେ ବିଷାକ୍ତ ଖାଦ୍ୟ ଖାଇ କିଛି ଛାତ୍ରୀ ଗୁରୁତର ହୋଇ ପଡିଛନ୍ତି । ଅଧିକ ପଢ଼ନ୍ତୁ

ବିଷାକ୍ତ ଖାଦ୍ୟ ଖାଇ ୬ କଲେଜ ଛାତ୍ରୀ ଅସୁସ୍ଥ, ୨ ଗୁରୁତର

author img

By

Published : Mar 11, 2022, 7:52 PM IST

ବାଲେଶ୍ଵର: ରୂପସାରେ ଥିବା ଏକ କଲେଜରେ ବିଷାକ୍ତ ଖାଦ୍ୟ ଖାଇ କିଛି ଛାତ୍ରୀ ଗୁରୁତର ହୋଇ ପଡିଛନ୍ତି । ଛାତ୍ରୀଙ୍କୁ ପ୍ରଥମେ ରୁପ୍‌ସା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ବାସ୍ଥ୍ବାବସ୍ଥାରେ ସୁଧାର ନଆସିବାରୁ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବିଷାକ୍ତ ଖାଦ୍ୟ ଖାଇ ୬ କଲେଜ ଛାତ୍ରୀ ଅସୁସ୍ଥ, ୨ ଗୁରୁତର
ରୂପସା ଯୋଗେନ୍ଦ୍ର ଆଞ୍ଚଳିକ କଲେଜରେ ରହୁଥିବା ଛାତ୍ରୀଙ୍କ ପାଇଁ ଅପରାହ୍ଣରେ ଖାଦ୍ୟ ପ୍ରସ୍ତୁତି ହେଉଥିଲା । ୬ ଛାତ୍ରୀ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଡାଲିରେ ରୋଷେୟା ଭୁଲରେ ଫିନାଇଲ ପକାଇ ଦେଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ 4 ଛାତ୍ରୀଙ୍କ ରୂପସା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଥିବା ବେଳେ ଦୁଇଜଣ ଗୁରୁତର ହୋଇ ପଡ଼ିଛନ୍ତି । ସେମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.