ETV Bharat / business

ଦୁଇ ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ତଣ୍ଡ କଷିଲା ଆରବିଆଇ

ନିୟମ ଉଲଙ୍ଘନ ନେଇ ପୁନେର ଜନତା ସହକାରୀ ବ୍ୟାଙ୍କ ଉପରେ କୋଟିଏ ଟଙ୍କା ଓ ଜଳଗାଓ ପିପୁଲ୍ସ କୋଅପରେଟିଭ ବ୍ୟାଙ୍କ ଉପରେ 25 ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି ଦେଶର ସର୍ବୋଚ୍ଚ ବ୍ୟାଙ୍କ।

author img

By

Published : Oct 30, 2019, 4:48 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଛାଟ। ନିୟମ ଉଲଙ୍ଘନ ନେଇ ପୁନେର ଜନତା ସହକାରୀ ବ୍ୟାଙ୍କ ଉପରେ କୋଟିଏ ଟଙ୍କା ଓ ଜଳଗାଓ ପିପୁଲ୍ସ କୋଅପରେଟିଭ ବ୍ୟାଙ୍କ ଉପରେ 25 ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି ଦେଶର ସର୍ବୋଚ୍ଚ ବ୍ୟାଙ୍କ।

ମଙ୍ଗଳବାର ଆରବିଆଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ଇନକମ ରିକଗ୍ରିଶନ ଏବଂ ଅସେଟ କ୍ଲାଫିକେଶନ (IRAC) ନର୍ମ୍ସ, ଋଣର ପ୍ରବନ୍ଧନ ତଥା ଏକ୍ସପୋଜର ସହ ଜଡିତ ନିୟମକୁ ପାଳନ କରୁନଥିବାରୁ ଏହି 2 ବ୍ୟାଙ୍କ ଉପରେ ଜୋରିମାନା ଲଗାଯାଇଛି ।

କେନ୍ଦ୍ରୀୟ ବ୍ୟାଙ୍କର ବ୍ୟାଙ୍କିଙ୍ଗ ରେଗ୍ୟୁଲେଶନ ଆକ୍ଟ 1949 ଅଧିନରେ ଏହି ଜୋରିମାନା ଲାଗୁ ହୋଇଛି । ତେବେ ଏହା ଦ୍ବାରା ଗ୍ରାହକ କୌଣସି ମାତ୍ରାରେ ପ୍ରଭାବିତ ହେବେନାହିଁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.