ETV Bharat / business

‘ସରକାର ଅର୍ଥବ୍ୟବସ୍ଥାକୁ ବର୍ବାଦ କରୁଛନ୍ତି , ଏହା ନୋଟବନ୍ଦୀ 2.0’ - ନୋଟବନ୍ଦୀ 2.0

ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି କି, ‘‘ସରକାର ଲୋକ ଓ ଏମଏସଏମଇକୁ ନଗଦ ସହାୟତା ଦେବାକୁ ମନା କରି ସକ୍ରିୟ ରୂପରେ ଆମର ଅର୍ଥବ୍ୟବସ୍ଥାକୁ ଧ୍ବଂସ କରୁଛନ୍ତି । ଏହା ନୋଟବନ୍ଦୀ 2.0 ।’’ ଅଧିକ ପଢ଼ନ୍ତୁ...

Rahul Gandhi
‘ସରକାର ଅର୍ଥବ୍ୟବସ୍ଥାକୁ ବର୍ବାଦ କରୁଛନ୍ତି , ଏହା ନୋଟବନ୍ଦୀ 2.0’
author img

By

Published : Jun 6, 2020, 10:38 PM IST

ନୂଆଦିଲ୍ଲୀ: ନାଗରିକ ଓ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ)କୁ ନଗଦ ସହାୟତା ନ ଦେଇ ସରକାର ଅର୍ଥବ୍ୟବସ୍ଥାକୁ ବର୍ବାଦ କରୁଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଏ ନେଇ ଅଭିଯୋଗ କରିଛନ୍ତି । ଏପରିକି ସେ ଏହାକୁ ନୋଟବନ୍ଦୀ 2.0 ବୋଲି ଦର୍ଶାଇଛନ୍ତି ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଟ୍ବିଟ କରି କହିଛନ୍ତି କି, ‘‘ସରକାର ଲୋକ ଓ ଏମଏସଏମଇକୁ ନଗଦ ସହାୟତାଦେବାକୁ ମନା କରି ସକ୍ରିୟ ରୂପରେ ଆମର ଅର୍ଥବ୍ୟବସ୍ଥାକୁ ଧ୍ବଂସ କରୁଛନ୍ତି । ଏହା ନୋଟବନ୍ଦୀ 2.0 । ’’

ଗତ କିଛି ଦିନ ଧରି ରାହୁଲ ଗାନ୍ଧୀ ଗରିବ ଓ ଏମଏସଏମଇ ଲୋକଙ୍କ ପାଇଁ ନଗଦ ସହାୟତା ଦେବାକୁ ଦାବି କରିଆସୁଛନ୍ତି । ସମଗ୍ର ଦେଶରେ 6 ମାସ ପାଇଁ ଦୁର୍ବଳ ଶ୍ରେଣୀର ଲୋକଙ୍କୁ 7500 ଟଙ୍କା ନଗଦ ସହାୟତା ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.