ETV Bharat / business

‘ଯୁବପୀଢିଙ୍କ ମନରେ କ୍ରୋଧ ବଢାଉଛି ବେକାରୀ ବୃଦ୍ଧି’ - ଆୟ ହ୍ରାସ

ଚିଦାମ୍ବରମଙ୍କ ବେକାରୀ ବୃଦ୍ଧି ଚିନ୍ତା । ଦିନକୁ ଦିନ ଏଭଳି ମହଙ୍ଗା ଦରଦାମ , ବେକାରୀ ବୃଦ୍ଧି ଏବଂ ଆୟ ହ୍ରାସ ହେଲେ ଯୁବପୀଢି ଓ ବିଦ୍ୟାର୍ଥୀଙ୍କ ମନରେ କ୍ରୋଧ ବଢିବା ନେଇ ବିପଦ ରହିଛି ବୋଲି କହିଛନ୍ତି ପି ଚିଦାମ୍ବରମ ।

danger of youth students exploding in anger says chidambaram
‘ଯୁବପୀଢିଙ୍କ ମନରେ କ୍ରୋଧ ବଢାଉଛି ବେକାରୀ ବୃଦ୍ଧି’
author img

By

Published : Jan 14, 2020, 5:40 PM IST

ନୂଆଦିଲ୍ଲୀ: ଯଦି ବେକାରୀ ଏଭଳି ବଢିବ ଓ ଆୟ ହ୍ରାସ ପାଇବ , ତେବେ ଏହାର ପ୍ରଭାବରେ ଯୁବପୀଢି ଓ ବିଦ୍ୟାର୍ଥୀଙ୍କ ମନରେ କ୍ରୋଧ ଉତ୍ପନ୍ନର ବିପଦ ରହିଛି । କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବମର ଏ ନେଇ ଚିନ୍ତା ଦର୍ଶାଇ ସରକାରଙ୍କୁ କଟାକ୍ଷ କରିଛନ୍ତି ।

danger of youth students exploding in anger says chidambaram
‘ଯୁବପୀଢିଙ୍କ ମନରେ କ୍ରୋଧ ବଢାଉଛି ବେକାରୀ ବୃଦ୍ଧି’

ଚିଦାମ୍ବରମ ଟ୍ବିଟ କରି କହିଛନ୍ତି ଯେ, ଖାଦ୍ୟ ମୁଦ୍ରାସ୍ପୀତି 14.12% ରହିଛି , ପରିବା ଦାମ 60 ପ୍ରତିଶତକୁ ବଢିଛି । ସେପଟେ ପିଆଜ ଦାମ କିଲୋପିଛା 100 ଟପିଛି । ଏସବୁ କଣ ବିଜେପି ଦ୍ବାରା ପ୍ରତିଶ୍ରୁତି ଦିଆଯାଇଥିବା ‘‘ଅଚ୍ଛେଦିନ’ ।

ଏଥିସହ ସେ କହିଛନ୍ତି ଯେ, Inefficient management cycle ପୂରା ହୋଇଯାଇଛି । 2014 ଜୁଲାଇରେ ମୋଦି ସରକାରଙ୍କ ଅଧିନରେ ଖୁଚୁରା ମୁଦ୍ରାସ୍ପୀତି 7.39 ପ୍ରତିଶତରୁ ଆରମ୍ଭ ହୋଇ 2019 ଡିସେମ୍ବରରେ ଏହା 7.35 ପ୍ରତିଶତ ରହିଛି ।

ପ୍ରକାଶ ଯେ, ସୋମବାର ଉପଭୋକ୍ତା ମୁଲ୍ୟ ସୂଚକାଙ୍କରେ ଆଧାରିତ ଖୁଚୁରା ମୁଦ୍ରାସ୍ପୀତି ରିପୋର୍ଟ ପ୍ରକାଶ ପାଇଛି । ଡିସେମ୍ବରରେ ଦରବୃଦ୍ଧି ହାର 7.35 ପ୍ରତିଶତ ରହିଛି । ଯାହାତି ସାଢେ 5 ବର୍ଷରେ ସର୍ବୋଚ୍ଚ ସ୍ତର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.