ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 9, 2021, 1:00 PM IST

1. କୋଭିଡ଼ ପରିଚାଳନା ପାଇଁ ରାଜ୍ୟକୁ ମିଳିଲା 333.8 କୋଟି

କୋଭିଡ ପରିଚାଳନା ପାଇଁ ରାଜ୍ୟକୁ 333.8 କୋଟି ଟଙ୍କା ଅନୁଦାନ ଯୋଗାଇଛି କେନ୍ଦ୍ର ।

2. ଦିଲ୍ଲୀରେ ମେ’ 17 ଯାଏଁ ବଢିଲା ଲକଡାଉନ, ବନ୍ଦ ରହିବ ମେଟ୍ରୋ ସେବା

ଦିଲ୍ଲୀରେ ମେ 17 ପର୍ଯ୍ୟନ୍ତ ବଢିଲା ଲକଡାଉନ । ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

3. ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସର୍ବାନନ୍ଦ ସୋନୋଓ୍ବାଲ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସର୍ବାନନ୍ଦ ସୋନୋଓ୍ବାଲ । ଆସାମ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଭେଟି ଦେଲେ ଇସ୍ତଫା ।

4. ଗୋଆରେ ଆଜିଠୁ 15 ଦିନ ଯାଏଁ କର୍ଫ୍ୟୁ ଘୋଷଣା

କୋରୋନା ସଂକ୍ରମଣକୁ ଦୃଷ୍ଚିରେ ରଖି ଆଜିଠୁ ଗୋଆରେ 15 ଦିନ ପାଇଁ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

5. ଆଜି ମହାରାଣା ପ୍ରତାପ ଓ ଗୋପାଳ କ୍ରିଷ୍ଣ ଗୋଖଲେଙ୍କ ଜନ୍ମବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ମହାରାଣା ପ୍ରତାପ ଓ ଗୋପାଳ କ୍ରିଷ୍ଣ ଗୋଖଲେଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

6. ସୁନ୍ଦରଗଡ ଓ ବରଗଡରେ ସ୍ବାସ୍ଥ୍ୟସେବା ସମୀକ୍ଷା କଲେ ଅସିତ ତ୍ରିପାଠୀ

ସୁନ୍ଦରଗଡ ଓ ବରଗଡ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ।

7. ସେନା ଓ ପୋଲିସର ମିଳିତ ଅପରେସନ, 19 ଗ୍ରେନେଡ ଜବତ

ଦିନକୁ ଦିନ ସୀମାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ସେନା ଓ ପୋଲିସର ମିଳିତ ଅପରେସନ,19 ଗ୍ରେନେଡ ଜବତ ।

8. ପାଣି ଦ୍ବାରା ବ୍ୟାପେ କି କୋରୋନା ?

ବାୟୁ ଦ୍ବାରା ବ୍ୟାପୁଥିବା କୋରୋନା ପାଣି ଦ୍ବାରା ବି ବ୍ୟାପେ କି ?

9. ନାଇଟ୍ କର୍ଫ୍ୟୁ ଓ ସ୍ବାସ୍ଥ୍ୟସେବା ଯାଞ୍ଚ କଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଶନିବାର ବିଳମ୍ବିତ ରାତିରେ ଅଗରତାଲା ସହର ବୁଲି କୋଭିଡ-19 ସ୍ଥିତି ପରଖିଛନ୍ତି ।

10. ସୁନ୍ଦରଗଡ-ଅନୁଗୋଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ସୁନ୍ଦରଗଡ଼ ଓ ଅନୁଗୋଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ମହାବିଦ୍ୟାଳୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.