ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jul 25, 2022, 9:00 AM IST

1. ଆଜି 15ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ସୋମବାର) ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ସଂସଦରେ କେନ୍ଦ୍ରୀୟ ହଲରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ ।

2. ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଡବଲ ଡେକର ବସ ମୁହାଁମୁହିଁ ଧକ୍କା, ୮ ମୃତ ୨୦ ଆହତ

ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଡବଲ ଡେକର ବସ ମୁହାଁମୁହିଁ ଧକ୍କା ହେବାରୁ ୮ଜଣଙ୍କ ମୃତ୍ୟୁ ହୋଇଛି ।

3. Sawan 2nd Monday: କାଉଡିଆଙ୍କ ବୋଲବମ୍‌ ଧ୍ବନିରେ ପ୍ରକମ୍ପିତ ପୀଠ

ଆଜି ହେଉଛି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଚାରି ପାଳି ଧରି ଜଳାଭିଷେକ କରିବା ପାଇଁ ଥିବା କାଉଡିଆଙ୍କର ଆଜି ଦ୍ବିତୀୟ ଦିନ । ସବୁ ଶୈବପୀଠରେ କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ବୋଲବୋମ ହର ହର ବମ୍‌ରେ କମ୍ପୁଛି ଶୈବ ପୀଠ ।

4. Weather Update: ଆଜି ପ୍ରବଳ ବର୍ଷିବ, 15 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି (ସୋମବାର) ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ 15 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

5. SSC scam: ଅର୍ପିତା ମୁଖାର୍ଜୀଙ୍କ କାର ଦୁର୍ଘଟଣାଗ୍ରସ୍ତ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।

6. ତେଲେଙ୍ଗାନାରୁ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ବିଶ୍ବରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ମଙ୍କିପକ୍ସ ରୋଗ ସାଧାରଣ ଜନତା ଏବଂ ସରକାରଙ୍କ ଚିନ୍ତା ବଢ଼ାଇ ଦେଲାଣି । ରବିବାର ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରୁ (Kamareddy district in telangana) ଜଣେ ମଙ୍କିପକ୍ସ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି ।

7. ପାରାଦ୍ୱୀପ ସମୁଦ୍ର ମଝିରେ ଜଳିଗଲା ମାଛଧରା ବୋଟ, 9 ମତ୍ସ୍ୟଜୀବୀ ଉଦ୍ଧାର

ପାରାଦ୍ୱୀପ ସମୁଦ୍ର ମଧ୍ୟରେ 'ଭଗବତୀ-୩' ଟ୍ରଲରରେ ଅଗ୍ନିକାଣ୍ଡ । ୯ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର ।

8. ଗୋଆରେ ରେସ୍ତୋରାଁ ବାହାରେ ସ୍ମୃତି ଇରାନୀଙ୍କ ବିରୋଧରେ କଂଗ୍ରେସର ପ୍ରତିବାଦ

ଗୋଆରେ ରେସ୍ତୋରାଁ ବାହାରେ ସ୍ମୃତି ଇରାନୀଙ୍କ ବିରୋଧରେ କଂଗ୍ରେସର ପ୍ରତିବାଦ । ଉକ୍ତ ରେସ୍ତୋରାଁ ସ୍ମୃତି ଇରାନୀଙ୍କ ଝିଅଙ୍କ ନାମରେ ଚାଲୁଥିବା ଅଭିଯୋଗ କରିଛି ଦଳ । ଅଭିଯୋଗକୁ ଖଣ୍ଡନ କରିବା ସହ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ଇରାନୀ ।

9. SSC scam: ଭୁବନେଶ୍ବର AIIMS ଆସିବେ ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ଭୁବନେଶ୍ବର AIIMSରେ ଚିକିତ୍ସା ପାଇଁ ଭର୍ତ୍ତି ହେବେ ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ସୋମବାର ସକାଳେ ଏୟାର ଲିଫ୍ଟ କରିବ ତଦନ୍ତକାରୀ ସଂସ୍ଥା ।

10. IND VS WI 2nd ODI: ଅକ୍ଷରଙ୍କ ଅପରାଜିତ ଅର୍ଦ୍ଧଶତକ, ଭାରତର ଆଗୁଆ ସିରିଜ କବଜା

ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ 2 ୱିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହା ସହିତ 2-0ରେ ଆଗୁଆ ସିରିଜ କବଜା କରି ନେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.