ETV Bharat / bharat

ପଞ୍ଜାବରେ ଅକ୍ସିଜେନ ଘୋର ଅଭାବ, ଶୀଘ୍ର ଯୋଗାଣ ପାଇଁ ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ - ଅକ୍ସିଜେନ ସଙ୍କଟ

ଦିଲ୍ଲୀ, ମୁମ୍ବାଇ ପରେ ଏବେ ପଞ୍ଜାବରେ ଅକ୍ସିଜେନ ଅଭାବ । ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ । ଅଧିକ ପଢନ୍ତୁ...

ପଞ୍ଜାବରେ ଅକ୍ସିଜର ଘୋର ସଙ୍କଟ, ଶିଘ୍ର ଯୋଗାଣ ପାଇଁ ଗୃହମନ୍ତ୍ରୀଙ୍କୁ କ୍ୟାପ୍ଟେନ ଅମରିନ୍ଦରଙ୍କ ଅପିଲ

author img

By

Published : Apr 26, 2021, 10:16 PM IST

ଚଣ୍ଡିଗଡ: ଦିଲ୍ଲୀ, ମୁମ୍ବାଇ ପରେ ଏବେ ପଞ୍ଜାବରେ ଅକ୍ସିଜେନ ଅଭାବ । ରାଜ୍ୟରେ ଅକ୍ସିଜେନର ଘୋର ସଙ୍କଟ ରହିଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ।

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଟ୍ବିଟ କରି କହିଛନ୍ତି, କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଅକ୍ସିଜେନ ଯୋଗାଣରେ ସଙ୍କଟ ପରିଲକ୍ଷିତ ହୋଇଛି । ଏନେଇ ତୁରନ୍ତ ଅକ୍ସିଜେନ ପଠାଇବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି ସିଂହ ।

ସେପଟେ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁର ସମୟ ବଢାଇ ଦିଆଯାଇଛି । ଏହାସହିତ ସପ୍ତାହନ୍ତ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.