ETV Bharat / bharat

ବୃଦ୍ଧଙ୍କ ବ୍ୟାଙ୍କ ଖାତାରେ ୫୨ କୋଟି - ବୃଦ୍ଧଙ୍କ ବ୍ୟାଙ୍କ ଖାତାରେ ୫୨ କୋଟି

ମୁଜାଫରପୁରରେ ଜଣେ ବୃଦ୍ଧଙ୍କ ପେନସନ ଖାତାକୁ ଆସିଛି ୫୨ କୋଟି ଟଙ୍କା । ବିହାରରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ...

ବୃଦ୍ଧଙ୍କ ବ୍ୟାଙ୍କ ଖାତାରେ ୫୨ କୋଟି
ବୃଦ୍ଧଙ୍କ ବ୍ୟାଙ୍କ ଖାତାରେ ୫୨ କୋଟି
author img

By

Published : Sep 17, 2021, 10:06 PM IST

ପାଟନା: ବିହାରରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା । ଅଚାନକ ଖାତାକୁ ମୋଟା ଅଙ୍କର ଟଙ୍କା ଆସିବା ପରେ କୋଟିପତି ହେବାର କ୍ରମ ଜାରି ରହିଛି । କଟିହାରର ମାମଲା ଏବେ ବି ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ମୁଜାଫରପୁର ଜିଲ୍ଲାରେ ମଧ୍ୟ ସାମ୍ନାକୁ ଆସିଛି ଏଭଳି ଏକ ମାମଲା ।

ବୃଦ୍ଧଙ୍କ ବ୍ୟାଙ୍କ ଖାତାରେ ୫୨ କୋଟି
ବୃଦ୍ଧଙ୍କ ବ୍ୟାଙ୍କ ଖାତାରେ ୫୨ କୋଟି

ମୁଜାଫରପୁରରେ ଜଣେ ବୃଦ୍ଧଙ୍କ ପେନସନ ଖାତାକୁ ଆସିଛି ୫୨ କୋଟି ଟଙ୍କା । ବୃଦ୍ଧ ଜଣଙ୍କ ବାର୍ଦ୍ଧକ୍ୟ ଭତ୍ତା ପେନସନ ଟଙ୍କା ଚେକ୍‌ କରିବା ପାଇଁ ବ୍ୟାଙ୍କ ଯାଇଥିଲେ । ଏଠାରେ ଅଧିକାରୀ ବୃଦ୍ଧଙ୍କ ଆକାଉଣ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ବୃଦ୍ଧଙ୍କ ଆକାଉଣ୍ଟରେ ଥିଲା ୫୨ କୋଟି ଟଙ୍କା । ବର୍ତ୍ତମାନ ଘଟଣାର ଯାଞ୍ଚ ଚାଲିଛି ।

ବୃଦ୍ଧଙ୍କ ବ୍ୟାଙ୍କ ଖାତାରେ ୫୨ କୋଟି
ବୃଦ୍ଧଙ୍କ ବ୍ୟାଙ୍କ ଖାତାରେ ୫୨ କୋଟି

ଏହାପୂର୍ବରୁ ବିହାରରେ ୨ ଜଣ ସ୍କୁଲ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଆସିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏତେ ମାତ୍ରାରେ ଟଙ୍କା ବ୍ୟାଙ୍କ୍‌ ଖାତାକୁ ଆସିବା ଘଟଣାକୁ ନେଇ ଛାତ୍ରଙ୍କ ପରିବାର ସମେତ ବ୍ୟାଙ୍କ ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଅନ୍ୟପକ୍ଷେ ଖବର ପ୍ରଚାର ପରେ ଅନ୍ୟମାନେ ମଧ୍ୟ ନିଜ ନିଜ ବ୍ୟାଙ୍କ ଖାତା ଯାଞ୍ଚ କରିବାକୁ ଲାଗିଲେ ।

ବୃଦ୍ଧଙ୍କ ବ୍ୟାଙ୍କ ଖାତାରେ ୫୨ କୋଟି
ବୃଦ୍ଧଙ୍କ ବ୍ୟାଙ୍କ ଖାତାରେ ୫୨ କୋଟି

ବିହାର ସରକାରଙ୍କ ପକ୍ଷରୁ ସ୍କୁଲ ଡ୍ରେସ ପାଇଁ ପଠାଯାଉଥିବା ଟଙ୍କା ସମ୍ପର୍କରେ ଆଜମନଗର ଥାନା ଅନ୍ତର୍ଗତ ପସ୍ତିଆ ଗାଁର ୨ ଛାତ୍ର ଏସବିଆଇ(SBI) ଶାଖାରେ ପହଁଞ୍ଚିଥିଲେ । ଏହି ଦୁଇ ଛାତ୍ର ଯେତେବେଳେ ନିଜ ନିଜ ଆକାଉଣ୍ଟର ଯାଞ୍ଚ କରିଥିଲେ, ସେବେ ଏମାନଙ୍କ ଖାତାରେ କୋଟି କୋଟି ଟଙ୍କା ଥିବା ଜଣାପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.