ଗୌହାଟୀ: ଆସାମରେ ଦିବୃଗଡ ନିକଟରେ ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡି ଯିବା ଫଳରେ 5 ଜଣ ନିଖୋଜ ଅଛନ୍ତି । ଦିବୃଗଡ ରୋହମୋରିଆରୁ 9 ଜଣ ଯାତ୍ରୀ ଏକ ଡଙ୍ଗାରେ ଯାତ୍ରା କରୁଥିବା ବେଳେ ଏହି ଅଘଟଣ ଘଟିଛି । 4 ଜଣ ଯାତ୍ରୀ ପହଁରି ପହଁରି କୂଳକୁ ଫେରିବାରେ ସକ୍ଷମ ହୋଇଛନ୍ତି । ଅନ୍ୟ 5 ଜଣ ନିଖୋଜଙ୍କ ପତ୍ତା ଏବେ ସୁଦ୍ଧା ମିଳିପାରିନାହିଁ ।
-
Assam | Five people went missing after their boat capsized in the Brahmaputra river in Dibrugarh's Rohmoria
— ANI (@ANI) June 19, 2022 " class="align-text-top noRightClick twitterSection" data="
9 people were traveling on the boat. 4 managed to save their lives. Teams of NDRF & SDRF are also involved in the search operation: Bitul Chetia, Additional SP, Dibrugarh pic.twitter.com/1ujml6ZbWU
">Assam | Five people went missing after their boat capsized in the Brahmaputra river in Dibrugarh's Rohmoria
— ANI (@ANI) June 19, 2022
9 people were traveling on the boat. 4 managed to save their lives. Teams of NDRF & SDRF are also involved in the search operation: Bitul Chetia, Additional SP, Dibrugarh pic.twitter.com/1ujml6ZbWUAssam | Five people went missing after their boat capsized in the Brahmaputra river in Dibrugarh's Rohmoria
— ANI (@ANI) June 19, 2022
9 people were traveling on the boat. 4 managed to save their lives. Teams of NDRF & SDRF are also involved in the search operation: Bitul Chetia, Additional SP, Dibrugarh pic.twitter.com/1ujml6ZbWU
ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଗ୍ନିଶମ ଟିମ ସମେତ NDRF ଓ SDRF ଉଦ୍ଧାରକାରୀ ଦଳ ପାଓ୍ବର ବୋଟରେ ଘଟଣାସ୍ଥଳରେ ରେସକ୍ୟୁ ଟିମ ସର୍ଚ୍ଚ ଅପରେସନ ଜାରି ରଖିଥିବା ଦିବୃଗଡ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଦୁର୍ଘଟଣାର କାରଣ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ