ETV Bharat / bharat

ଗୋଆରେ ତାଉ'ତେ ତାଣ୍ଡବ: ଭାଙ୍ଗିଲା ଗଛ, 24 ଘଣ୍ଟା ହେବ ଅନ୍ଧକାରରେ ଲୋକେ - ଗୋଆରେ ତାଉ'ତେର ତାଣ୍ଡବ

ଗୋଆ ଦେଇ ଅତିକ୍ରମ କରି ସାରିଛି ବାତ୍ୟା ତାଉ' ତେ ଆଉ ଛାଡି ଯାଇଛି ଧ୍ବଂସର ଚିତ୍ର । ଗତ 24 ଘଣ୍ଟା ହେବ ଅନ୍ଧକାରରେ ଗୋଆ । ଅଧିକ ପଢନ୍ତୁ...

ଭାଙ୍ଗିଲା ଗଛ, 24 ଘଣ୍ଟାରୁ ଅନ୍ଧକାରରେ ଲୋକ
ଭାଙ୍ଗିଲା ଗଛ, 24 ଘଣ୍ଟାରୁ ଅନ୍ଧକାରରେ ଲୋକ
author img

By

Published : May 17, 2021, 1:33 PM IST

ପାଣାଜୀ: ଗୋଆ ଦେଇ ଅତିକ୍ରମ କରି ସାରିଛି ବାତ୍ୟା ତାଉ' ତେ ଆଉ ଛାଡି ଯାଇଛି ଧ୍ବଂସର ଚିତ୍ର । ଗତ 24 ଘଣ୍ଟା ହେବ ଅନ୍ଧକାରରେ ଗୋଆ । ଏହାସହ ଇଣ୍ଟରନେଟ୍ ସେବା ମଧ୍ୟ ବ୍ୟାହତ ହୋଇଛି । ଅଗ୍ନିଶମବାହିନୀ ଓ ଏନଡିଆରଏଫ୍ ଟିମ୍ ଗଛ କଟା କାମରେ ଲାଗିଛନ୍ତି । ବିଭିନ୍ନ ସ୍ଥାନରେ ରିଲିଫ୍ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ବର୍ଷା ମଧ୍ୟ ଅନେକ ସ୍ଥାନରେ ଜାରି ରହିଛି ।

ଭାଙ୍ଗିଲା ଗଛ, 24 ଘଣ୍ଟାରୁ ଅନ୍ଧକାରରେ ଲୋକ

ଶନିବାର ରାତିର ଅଗ୍ନିଶମ ବାହିନୀକୁ ଲୋକଙ୍କ ଫୋନ୍ ବନ୍ଦ ହେଉନାହିଁ । ରାସ୍ତା ସଫା କରିବା ପାଇଁ ଅଗ୍ନିଶମ ବାହିନୀ ଲାଗିପଡିଛନ୍ତି । ଏହାସହ ବିଦ୍ୟୁତ ସେବା ପାଇଁ ମଧ୍ୟ ଅନେକ ଫୋନ୍ ଆସିଛି । ତେବେ ଗଛ ଭାଙ୍ଗିପଡି ଥିବାରୁ ରାସ୍ତାରେ ବୈଦୁତିକ ତାର ଛିଡି ପଡିଛି ।

ରାଜ୍ୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକରେ ଘରକୁ ଫେରୁଥିବା ସମୟରେ କିଶୋର ନାଏକ ବୋଲି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ଖୁଣ୍ଟ ରାସ୍ତାରେ ଭାଙ୍ଗି ପଡିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.