ETV Bharat / bharat

JKPSI Recruitment Scam: ଜମ୍ମୁ କାଶ୍ମୀର ଓ ହରିୟାଣାର ଏକାଧିକ ସ୍ଥାନରେ CBI ଚଢାଉ ଜାରି - କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା

ଜମ୍ମୁ କାଶ୍ମୀର ପୋଲିସ ଏସଆଇ ଭର୍ତ୍ତି (JKPSI Recruitment Scam) ଦୁର୍ନୀତି ମାମଲାରେ ଜମ୍ମୁ କାଶ୍ମୀର ଓ ହରିୟାଣାର ଏକାଧିକ ସ୍ଥାନରେ CBI ଚଢାଉ ଜାରି । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀର ୭ ସ୍ଥାନରେ CBI ଚଢାଉ ଜାରି
ଜମ୍ମୁ କାଶ୍ମୀର ୭ ସ୍ଥାନରେ CBI ଚଢାଉ ଜାରି
author img

By

Published : Nov 8, 2022, 8:07 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ଓ ହରିୟାଣାର ୭ଟି ସ୍ଥାନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଏକକାଳୀନ ଚଢାଉ ଜାରି ରହିଛି । ଜମ୍ମୁ କାଶ୍ମୀର ପୋଲିସ ବିଭାଗରେ ଏସ.ଆଇ (JKPSI Recruitment Scam) ଭର୍ତ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ଚଢାଉ କରିଛି । ଜମ୍ମୁ, ପଠାନକୋଟ, ରେଓ୍ବାରୀ ଓ କର୍ଣ୍ଣାଲ ଆଦି ସ୍ଥାନରେ CBIର ଏକାଧିକ ଟିମ୍‌ ଚଢାଉ ଜାରି ରଖିଛନ୍ତି ।

  • CBI is conducting searches at 07 locations including Jammu, Pathankot, Rewari & Karnal, (both in Haryana) in an ongoing investigation of a case related to JKPSI Recruitment Scam at the premises of the accused & others including at Jammu, Pathankot, Rewari, Karnal: CBI

    — ANI (@ANI) November 8, 2022 " class="align-text-top noRightClick twitterSection" data=" ">

ମାମଲାରେ ଅଭିଯୁକ୍ତ ଥିବା ଅଭିଯୁକ୍ତମାନଙ୍କ ଘର ସମେତ ଅନ୍ୟ କିଛି ଠିକଣାରେ ଏହି ଚଢାଉ ଚାଲିଛି । ଚଢାଉରେ ମିଳିଥିବା ତଥ୍ୟ କିମ୍ବା କାଗଜପତ୍ର ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଦ୍ବାରା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.