ETV Bharat / bharat

କ୍ୟାବିନେଟ ବୈଠକରେ ମୋବାଇଲ ଫୋନ ମନା! - କ୍ୟାବିନେଟ

କ୍ୟାବିନେଟ ବୈଠକ ସମୟରେ କୌଣସି ମନ୍ତ୍ରୀ ମୋବାଇଲ ଫୋନ ଆଣି ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ବୈଦୁତିକ ଉପକରଣ ଗୁଡିକର ହ୍ୟାକିଂ ଦୃଷ୍ଟିରେ ରଖି ଯୁପି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଫାଇଲ ଫଟୋ
author img

By

Published : Jun 1, 2019, 8:53 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଏକ ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀମଣ୍ଡଳର କ୍ୟାବିନେଟ ବୈଠକ ସମୟରେ କୌଣସି ମନ୍ତ୍ରୀ ମୋବାଇଲ ଫୋନ ଆଣି ପାରିବେ ନାହିଁ ବୋଲି ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଦୁତିକ ଉପକରଣ ଗୁଡିକର ହ୍ୟାକିଂ ସମ୍ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ପୂର୍ବରୁ ମନ୍ତ୍ରୀଙ୍କୁ ମୋବାଇଲ ଆଣିବା ପାଇଁ ଅନୁମତି ଥିଲା, ହେଲେ ଫୋନକୁ ସ୍ବିଚ୍‌ ଅଫ କିମ୍ବା ସାଇଲେଣ୍ଟ କରି ରଖିବାକୁ ପଡୁଥିଲା। ନୂଆ ବ୍ୟବସ୍ଥାରେ ମନ୍ତ୍ରୀଙ୍କୁ ଯେମିତି କୌଣସି ଅସୁବିଧା ନହେବ ସେଥିପାଇଁ ଟୋକନର ବ୍ୟବସ୍ଥା ମଧ୍ୟ କରାଯାଇଛି।

Intro:Body:

sdfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.