ETV Bharat / bharat

ତିନି ଅଫିସରଙ୍କ ଚିଠି କହୁଛି ନୂଆ କଥା - Rafale

'ଦ ହିନ୍ଦୁ' ଦାବି କରିଛନ୍ତି ଫ୍ରାନ୍ସ କମ୍ପାନୀ ଦସାଲ୍ଟ ସହ ଆଲୋଚନା କରିଥିବା ଟିମରେ ସାମିଲ ପ୍ରତିରକ୍ଷା ମନ୍ତ୍ରାଳୟର 3 ଜଣ ବରିଷ୍ଠ ଅଧିକାରୀ ସ୍ବୀକାର କରିଥିଲେ ଯେ ମୋଦି ସରକାର ଯେଉଁ ଚୁକ୍ତି କରିଛନ୍ତି, ତାହା ୟୁପିଏ ସରକାରଙ୍କ ଠାରୁ ମହଙ୍ଗା । ଏହି ଚୁକ୍ତି ବିରୋଧରେ ଅଧିକାରୀମାନେ ଏକ ନୋଟ ମଧ୍ୟ ପଠାଇଥିଲେ ।

ଡିଜାଇନ ଫଟୋ
author img

By

Published : Feb 13, 2019, 11:29 PM IST

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ଦେଶରେ ଲାଗି ରହିଛି ରାଜନୈତିକ ଝଡ଼ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ମାମଲାରେ ଦୁର୍ନୀତି ହେବାର ଅଭିଯୋଗ କରୁଛନ୍ତି । ସେ କ୍ରମାଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଠଗଡାରେ ଛିଡା କରୁଛନ୍ତି । ଅନୀଲ ଆମ୍ବାନୀଙ୍କୁ ଚୋରି କରାଇବାରେ ମୋଦି ସାହାଯ୍ୟ କରିଛନ୍ତି ବୋଲି ରାହୁଲ କହୁଛନ୍ତି । ଅନ୍ୟପକ୍ଷେ ଦେଶର ଅନ୍ୟତମ ଖବର କାଗଜଗୁଡିକ ରାଫେଲକୁ ନେଇ ନୂଆ ନୂଆ ଖୁଲାସା କରୁଛନ୍ତି । ପୁଣିଥରେ ଇଂରାଜୀ ଖବରକାଗଜ 'ଦ ହିନ୍ଦୁ' ଏକ ନୂଆ ଖୁଲାସା କରିଛି ।

'ଦ ହିନ୍ଦୁ' ଦାବି କରିଛନ୍ତି ଫ୍ରାନ୍ସ କମ୍ପାନୀ ଦସାଲ୍ଟ ସହ ଆଲୋଚନା କରିଥିବା ଟିମରେ ସାମିଲ ପ୍ରତିରକ୍ଷା ମନ୍ତ୍ରାଳୟର 3 ଜଣ ବରିଷ୍ଠ ଅଧିକାରୀ ସ୍ବୀକାର କରିଥିଲେ ଯେ ମୋଦି ସରକାର ଯେଉଁ ଚୁକ୍ତି କରିଛନ୍ତି, ତାହା ୟୁପିଏ ସରକାରଙ୍କ ଠାରୁ ମହଙ୍ଗା । ଏହି ଚୁକ୍ତି ବିରୋଧରେ ଅଧିକାରୀମାନେ ଏକ ନୋଟ ମଧ୍ୟ ପଠାଇଥିଲେ ।

ଖବରକାଗଜ ଅନୁସାରେ, ଭାରତୀୟ ନେଗୋସିଏଶନ ଦଳ(ଆଇଏନଟି)ରେ ସର୍ବମୋଟ 7 ଜଣ ସାମିଲ ଥିଲେ । ଏହି ଦଳର 3 ଜଣ ବରିଷ୍ଠ ଅଧିକାରୀ ସ୍ବୀକାର କରିଥିଲେ ଯେ ଫ୍ଲାଇୱେ ଚୁକ୍ତିରେ 36ଟି ରାଫେଲ ବିମାନ କିଣିବାର ମୋଦି ସରକାରଙ୍କ ଚୁକ୍ତି ଅପେକ୍ଷା ୟୁପିଏର 126ଟି ରାଫେଲ ବିମାନ ଚୁକ୍ତି ପ୍ରସ୍ତାବ ବହୁତ ଭଲ ଥିଲା । ନୂଆ ଚୁକ୍ତିରେ 36ଟି ରାଫେଲ ବିମାନର ପ୍ରଥମ ପର୍ଯ୍ୟାୟରେ 18ଟି ବିମାନର ସପ୍ଲାଇ ସିଡ୍ୟୁଲ ୟୁପିଏ ସରକାର ଅପେକ୍ଷା ମନ୍ଥର ରହିଛି ।

undefined

ଖବରକାଗଜ ଅନୁସାରେ, ଅଧିକାରୀଙ୍କ ଏହି ନୋଟ ମୋଦି ସରକାରଙ୍କ 2ଟି ପ୍ରମୁଖ ଦାବିକୁ ଖାରଜ କରୁଛି, ପ୍ରଥମଟି ହେଲା ଶସ୍ତା ଚୁକ୍ତି ଓ ସପ୍ଲାଇ ସିଡ୍ୟୁଲ ପ୍ରକ୍ରିୟାରେ ତ୍ବରାନ୍ବିତ । ସରକାର ସୁପ୍ରିମକୋର୍ଟରେ ଏହି ତଥ୍ୟ ଉପସ୍ଥାପନ କରିଥିଲେ । 3 ବରିଷ୍ଠ ଅଧିକାରୀ ନିଜ ନୋଟରେ ଭାରତ ସରକାର ସାବରେନ ଗ୍ୟାରେଣ୍ଟି ପରିବର୍ତ୍ତେ ଲେଟର ଅଫ କମ୍ଫର୍ଟକୁ ସ୍ବୀକାର କରିବା, ସରକାର-ସରକାର ମଧ୍ୟରେ ଚୁକ୍ତି ସହ ଜଡିତ ଆଇନ ବ୍ୟବସ୍ଥା, ଅଫସେଟ ମାମଲା ଓ ଦସାଲ୍ଟ ଆଭିଏଶନର ପ୍ରତିବନ୍ଧକ ବ୍ୟାପାରର ଦିଗ ଉପରେ ଗମ୍ଭୀର ଚିନ୍ତା ପ୍ରକଟ କରିଥିଲେ ।

ପ୍ରତିରକ୍ଷା ମନ୍ତ୍ରାଳୟର ଏହି 3 ବରିଷ୍ଠ ଅଧିକାରୀ ହେଉଛନ୍ତି ଆଡଭାଇଜର(ଖର୍ଚ୍ଚ) ଏମପି ସିଂ, ଫାଇନାନ୍ସିଆଲ ମ୍ୟାନେଜର(ଏୟାର)ଏଆର ଶୁଲେ ଓ ଏକ୍ୟୁଜିଶନ ମ୍ୟାନେଜର(ଏୟର) ଓ ଯୁଗ୍ମ ସଚିବ ରାଜୀବ ବର୍ମା । ଏହି 3 ଅଧିକାରୀ ଆଲୋଚନା ସଂପୂର୍ଣ୍ଣ ହେବା ପରେ ଜୁନ 1, 2016ରେ ଡେପୁଟି ଚିଫ ଅଫ ଏୟାର ଷ୍ଟାଫ(ଡିସିଏଏସ) ଏକ କଡା ବିରୋଧ କରି ନୋଟ ପଠାଇଥିଲେ । ଏହି ନୋଟ ଅନୁସାରେ ବିମାନର ଯେଉ ଅନ୍ତିମ ଦାମ ସ୍ଥିର କରାଯାଇଥିଲା, ତାହା ପ୍ରଥମ ଦାମ ଅପେକ୍ଷା 55.6 ପ୍ରତିଶତ ଅଧିକ ରହିଛି ।

AP Video Delivery Log - 0100 GMT News
Wednesday, 13 February, 2019
Here is a roundup of Associated Press video content which has been sent to customers in the last hour. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-0051: France PM Award AP Clients Only 4195804
Philippe presents prize for those fighting hatred
AP-APTN-0043: US Senate Public Lands Bill AP Clients Only 4195803
US Senate backs public lands, conservation bill
AP-APTN-0028: US CT NY Body Suitcase Arrest Must credit 'WABC-TV'/ No access New York/ No access by US broadcast networks 4195802
Ex-boyfriend held in death of woman in suitcase
AP-APTN-0026: Haiti Protest AP Clients Only 4195801
Anti government protest in Haiti, shops looted
AP-APTN-0021: US CA Governor Newsom Part KXTV must credit, no access Sacramento, no use US broadcast networks 4195800
California governor rebukes Trump on immigration
AP-APTN-0012: Mexico El Chapo AP Clients Only 4195798
El Chapo convicted, Sinaloa cartel marches on
AP-APTN-0012: US Trump Parade AP Clients Only 4195797
Trump suggests July 4th 'Salute to America'
AP-APTN-0009: US UN Security Council Ukraine AP Clients Only 4195799
Russia, Ukraine allies spar in Security Council
AP-APTN-0005: US TX Tiger in House Part Must Credit City of Houston, Part Must Credit KTRK, No Access Houston, No Use US Broadcast Networks 4195795
Pot smokers find caged tiger in abandoned house
AP-APTN-2346: UN Venezuela AP Clients Only 4195794
Venezuela seeks 'deepening cooperation' with UN
AP-APTN-2318: US Burr Russia Probe AP Clients Only 4195793
Senator says no sign yet of Trump-Russia collusion
AP-APTN-2308: Israel Netanyahu AP Clients Only 4195792
Netanyahu: Focus of Mideast conference is Iran
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.