ETV Bharat / bharat

ଥମୁନି ସଂକ୍ରମଣ: ଦେଶରେ 20ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Aug 7, 2020, 10:28 AM IST

ଥମୁନି ସଂକ୍ରମଣ: ଦେଶରେ 20ଲକ୍ଷ ଟପିଲା ଆକ୍ରନ୍ତଙ୍କ ସଂଖ୍ୟା

10:30 August 07

ଗତକାଲି 6,39,042ଟି ନମୁନା ପରୀକ୍ଷା ହୋଇଛି ।

6 ଅଗଷ୍ଟ ସୁଦ୍ଧା ଦେଶରେ ସର୍ବମୋଟ 2,27,88,393ଟି ନମୁନା ପରୀକ୍ଷା କରାଯାଇଛି । ଗତକାଲି 6,39,042ଟି ନମୁନା ପରୀକ୍ଷା ହୋଇଥିବା ସୂଚନା ଦେଇଛି ଆଇସିଏମଆର । 

10:10 August 07

ଆଜି ଦିନକରେ ସର୍ବାଧିକ 62ହଜାର 538ଜଣ ଚିହ୍ନଟ ହୋଇଛନ୍ତି ।

ନୂଆଦିଲ୍ଲୀ: ଦେଶରେ 20ଲକ୍ଷ ଅତିକ୍ରମ କଲା ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ସର୍ବାଧିକ 62ହଜାର 538ଜଣ ଚିହ୍ନଟ ହୋଇଥିବାବେେଳେ 886ଜଣଙ୍କ ମୃତ୍ୟୁ ହୋଇଛି ।   

ବର୍ତ୍ତମାନ ଦେଶରେ ସର୍ବମୋଟ 20ଲକ୍ଷ 27ହଜାର 075ଟି ପଜିଟିଭ କେସ ରହିଛି । ସେମାନଙ୍କ ମଧ୍ୟରୁ 13,78,106ଜଣ ସୁସ୍ଥ ହୋଇଥିବାବେଳେ 6,07384ଟି ଆକ୍ଟିଭ କେସ ରହିଛି । ଅନ୍ୟପଟେ 41,585ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।  

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.