6 ଅଗଷ୍ଟ ସୁଦ୍ଧା ଦେଶରେ ସର୍ବମୋଟ 2,27,88,393ଟି ନମୁନା ପରୀକ୍ଷା କରାଯାଇଛି । ଗତକାଲି 6,39,042ଟି ନମୁନା ପରୀକ୍ଷା ହୋଇଥିବା ସୂଚନା ଦେଇଛି ଆଇସିଏମଆର ।
ଥମୁନି ସଂକ୍ରମଣ: ଦେଶରେ 20ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା - କୋରୋନା ଆକ୍ରାନ୍ତ
10:30 August 07
ଗତକାଲି 6,39,042ଟି ନମୁନା ପରୀକ୍ଷା ହୋଇଛି ।
10:10 August 07
ଆଜି ଦିନକରେ ସର୍ବାଧିକ 62ହଜାର 538ଜଣ ଚିହ୍ନଟ ହୋଇଛନ୍ତି ।
ନୂଆଦିଲ୍ଲୀ: ଦେଶରେ 20ଲକ୍ଷ ଅତିକ୍ରମ କଲା ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ସର୍ବାଧିକ 62ହଜାର 538ଜଣ ଚିହ୍ନଟ ହୋଇଥିବାବେେଳେ 886ଜଣଙ୍କ ମୃତ୍ୟୁ ହୋଇଛି ।
ବର୍ତ୍ତମାନ ଦେଶରେ ସର୍ବମୋଟ 20ଲକ୍ଷ 27ହଜାର 075ଟି ପଜିଟିଭ କେସ ରହିଛି । ସେମାନଙ୍କ ମଧ୍ୟରୁ 13,78,106ଜଣ ସୁସ୍ଥ ହୋଇଥିବାବେଳେ 6,07384ଟି ଆକ୍ଟିଭ କେସ ରହିଛି । ଅନ୍ୟପଟେ 41,585ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।