ETV Bharat / bharat

ନାମାଙ୍କନ ଭରିଲେ ରାଜ୍ୟବର୍ଦ୍ଧନ

କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜୟପୁର ଲୋସକଭା ଆସନ ପାଇଁ ସେ ଏଥର ପ୍ରତିଦ୍ବନ୍ଦିତା କରିବେ।

author img

By

Published : Apr 16, 2019, 12:55 PM IST

ଫଟୋ ସୌଜନ୍ୟ: ଏଏନଆଇ

ଜୟପୁର: ନାମାଙ୍କନ ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର । ରାଜସ୍ଥାନ ଜୟପୁର ଲୋକସଭା ଆସନ ପାଇଁ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏବେ ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ ଅଛନ୍ତି ରାଜ୍ୟବର୍ଦ୍ଧନ ।

ନାମାଙ୍କନ ବେଳେ ଯୋଗଗୁରୁ ବାବା ରାମଦେବ ଏବଂ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ପତ୍ନୀ ଗାୟତ୍ରୀ ରାଠୋର ମଧ୍ୟ ଉପସ୍ଥିତ ଥିଲେ । ବହୁ ସମର୍ଥକଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Intro:Body:

gf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.