ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 13, 2020, 3:24 PM IST

1.ସ୍ଵାଧୀନତା ଦିବସ ପାଳନ ବେଳେ ସାମିଲ ହେବେନି ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ

ସ୍ଵାଧୀନତା ଦିବସ ପାଳନ ବେଳେ ସ୍କୁଲରେ ସାମିଲ ହେବେ ନାହିଁ ଛାତ୍ରଛାତ୍ରୀ । କେବଳ ପ୍ରଧାନଶିକ୍ଷକ ଓ ଭିଲେଜ ଏଜୁକେସନ କମିଟି ସଭାପତି ପତାକା ଉତ୍ତୋଳନ କରିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ।

2.କୋଭିଡ ଝଟକା: ଗଡୁନି ଟ୍ରେନ, 500 କୋଟିର କ୍ଷତି ସହିଲାଣି ପୂର୍ବତଟ ରେଳବାଇ

ପୂର୍ବତଟ ରେଳବାଇକୁ କୋରୋନା ଝଟକା । ଲକ୍‌ଡାଉନ୍‌ ଫଳରେ କ୍ଷତି ସହୁଛି ରେଳବାଇ ।

3.ଯୁକ୍ତ ଦୁଇ ବିଜ୍ଞାନରେ ଖରାପ ରେଜଲ୍ଟ; 15 କଲେଜକୁ କାରଣ ଦର୍ଶାଅ ନୋଟିସ

ଯୁକ୍ତଦୁଇ ବିଜ୍ଞାନରେ ଖରାପ ରେଜଲ୍ଟ କରିଥିବା 15 କଲେଜକୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି ।

4.‘ରାଜ୍ୟରେ ସାତଦିନ ମଧ୍ୟରେ କମିବ କୋରୋନା ସଂକ୍ରମଣ ସଂଖ୍ୟା’

ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ବର୍ତ୍ତମାନ ରାଜ୍ୟରେ କିପରି ରହିଛି କୋରୋନାର ସ୍ଥିତି, ସେ ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସୂଚନା ।

5.ଆୟୁଷ ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଆୟୁଷ ନିର୍ଦ୍ଦେଶକ ବିଭୁ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । କିଛିଦିନ ତଳେ ତାଙ୍କ ବିରୋଧରେ ଜଣେ ଯୁବତୀଙ୍କୁ ଅସଦାଚରଣ ମାମଲା ସାମ୍ନାକୁ ଆସିଥିଲା ।

6.ଅକ୍ଟୋବର 2ରୁ ଅରୁଣୋଦୟ ଯୋଜନା ଆରମ୍ଭ, 17 ଲକ୍ଷ ପରିବାର ହେବେ ଉପକୃତ

ଅକ୍ଟୋବର 2 ରୁ ଅରୁଣୋଦୟ ଯୋଜନା ଆରମ୍ଭ କରିବେ ଆସାମ ସରକାର । ପ୍ରାୟ 17 ଲକ୍ଷ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଆସାମ ସରକାର ଏହି ଯୋଜନା ଆରମ୍ଭ କରିବେ ।

7.ଚାରିମାସ ପରେ ଖୋଲିଲା ଏମପି ପର୍ଯ୍ୟଟନ ନିଗମର ସମସ୍ତ ହୋଟେଲ, ରେସ୍ତୋରାଁ

ଦୀର୍ଘ ଚାରିମାସ ବ୍ୟବଧାନ ପରେ ଖୋଲିଲା ମଧ୍ୟପ୍ରଦେଶ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମର ସମସ୍ତ ହୋଟେଲ ଏବଂ ରେସ୍ତୋରାଁ ।

8.ପୁଣି ବାପା ହେବେ ସୈଫ, ଲାଡଲାଙ୍କ ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା

ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ସାରା ଅଲ୍ଲୀ ଖାନଙ୍କ ଭାଇ ଇବ୍ରାହିମ । ସେ ସୈଫ ଓ କରୀନଙ୍କ ପିତା-ମାତା ଖବର ଉପରେ ଦେଇଛନ୍ତି ପ୍ରତିକ୍ରିୟା ।

9.ସଞ୍ଜୟଙ୍କୁ ଲେଟ ନାଇଟରେ ଦେଖାକଲେ ରଣବୀର-ଆଲିୟା

ରଣବୀରଙ୍କ ସହ ସଞ୍ଜୟଙ୍କ ଘର ବାହାରେ ନଜର ଆସିଲେ ଆଲିୟା । ସଞ୍ଜୟଙ୍କ ଥାର୍ଡ ଷ୍ଟେଜ କ୍ୟାନ୍ସର କଥା ଶୁଣି ଏହି ଯୋଡି ତାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ।

10.ସଞ୍ଜୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ କାମ୍ୟା, ଜାଳିବେ ଅଖଣ୍ଡ ଦୀପ

ଟ୍ବିଟ କରି ଚର୍ଚ୍ଚାରେ କାମ୍ୟା । ସେ ସଞ୍ଜୟଙ୍କ ସୁସ୍ଥ କାମନା କରି ଅନେକ କଥା ପୋଷ୍ଟରେ ଲେଖିଛନ୍ତି । କାରଣ ଏବେ ସଞ୍ଜୟ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.