ETV Bharat / bharat

ଗର୍ଭିଣୀ ହାତୀ ହତ୍ୟା ଘଟଣା, ଅପରାଧୀକୁ ଧରାଇଲେ ମିଳିବ ଲକ୍ଷେ ପୁରସ୍କାର - କେରଳର ମାଲାପୁରାମ ଜିଲ୍ଲା

କେରଳର ମାଲାପୁରାମ ଜିଲ୍ଲାରେ ଗର୍ଭିଣୀ ହାତୀ ହତ୍ୟା ଘଟଣା । ଅପରାଧୀଙ୍କୁ ଧରିବା ପାଇଁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ୱାଇଲ୍ଡ ଲାଇଫ୍ SOS । ଅଧିକ ପଢନ୍ତୁ...

ଗର୍ଭହତୀ ହାତୀ ହତ୍ୟା ଘଟଣା, ଅପରାଧୀଙ୍କୁ ଧରିବା ପାଇଁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା

author img

By

Published : Jun 4, 2020, 5:33 PM IST

ଥିରୁଅନନ୍ତପୁରମ: ମଣିଷ ମାରିଦେଲା ମଣିଷପଣିଆ । ମଣିଷର ସୈତାନୀ ଗୁଣକୁ ଜାଣିପାରିଲାନି ଗର୍ଭିଣୀ ହାତୀ । ନୃସଂଶତାର ସବୁସୀମା ଟପି ନିଜ ହାତରେ ବାଣ ଭର୍ତ୍ତି ସପୁରୀ ଫଳକୁ ହାତୀକୁ ଖୁଆଇଦେଲା । ବିଶ୍ବାସରେ ଖାଇଥିବା ଫଳ ଗର୍ଭିଣୀ ହାତୀକୁ ସବୁଦିନ ପାଇଁ ଶୁଆଇ ଦେଲା । କେରଳର ମାଲାପୁରାମ ଜିଲ୍ଲାରେ ଘଟିଛି ଏଭଳି ବର୍ବର କାଣ୍ଡ । ଏଭଳି ଅପରାଧ ଉପରେ ପ୍ରତିବନ୍ଧକ ଲଗାଇବାକୁ ୱାଇଲ୍ଡ ଲାଇଫ୍ SOS ଦାବି କରିଛି । ଏହା ସହ ଅପରାଧୀଙ୍କୁ ଧରାଇଲେ 1 ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରିଛି ।

ଗର୍ଭହତୀ ହାତୀ ହତ୍ୟା ଘଟଣା, ଅପରାଧୀଙ୍କୁ ଧରିବା ପାଇଁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା
ଗର୍ଭହତୀ ହାତୀ ହତ୍ୟା ଘଟଣା, ଅପରାଧୀଙ୍କୁ ଧରିବା ପାଇଁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା

କେରଳର ରାଜ୍ୟ ବନ ବିଭାଗ ହାତୀ ହତ୍ୟା ମାମଲାର ତଦନ୍ତ କରୁଛି । ୱାଇଲ୍ଡ ଲାଇଫ୍ SOS ର ଟିମ୍ ମୁଖ୍ୟ, ୱାଇଲ୍ଡ ମୁଖ୍ୟ ୱାର୍ଡେନଙ୍କ ସହିତ ଯୋଗାଯୋଗରେ ରହିଛନ୍ତି । ଏହି ଘଟଣାରେ ଜଙ୍ଗଲ ବିଭାଗକୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ପୁରସ୍କାର ୱାଇଲ୍ଡ ଲାଇଫ୍ SOS ପ୍ରଦାନ କରିବ | ଗର୍ଭିଣୀ ହାତୀର ମୃତ୍ୟୁରେ ଅନ୍ତର୍ଜାତୀୟ ମାନବ ସମାଜ (HSI) ଇଣ୍ଡିଆ ମଧ୍ୟ ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ 50,000 ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛି । ଏଭଳି ଯନ୍ତ୍ରଣାଦାୟକ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ନିନ୍ଦା କରିଛି ୱାଇଲ୍ଡ ଲାଇଫ୍ SOS ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.