ETV Bharat / bharat

ପୁଣି ବଢିଲା ପେଟ୍ରୋଲ ଦର, ଡିଜେଲ ଅପରିବର୍ତ୍ତିତ - petrol rate hike

ଆଜି ପୁଣି ବଢିଲା ତୈଳ ଦର । ଭୁବନେଶ୍ବରରେ 14 ପଇସା ବଢି 72.82 ଟଙ୍କାରେ ପହଞ୍ଚିଲା ପେଟ୍ରୋଲ ।

ପୁଣି ବଢିଲା ପେଟ୍ରୋଲ ଦର, ଡିଜେଲ ଅପରିବର୍ତ୍ତିତ
author img

By

Published : Nov 16, 2019, 3:23 PM IST

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ତୈଳ ଦର । ଭୁବନେଶ୍ବରରେ 14 ପଇସା ବଢି 72.82 ଟଙ୍କା ପହଞ୍ଚିଲା ପେଟ୍ରୋଲ । ଲିଟର ପିଛା 70.61 ଟଙ୍କା ସହ ଅପରିବର୍ତ୍ତିତ ରହିଛି ଡିଜେଲ ଦର ।

ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର 65.79 ଟଙ୍କା ଥିବାବେଳେ ମୁମ୍ବାଇରେ 69.01 ରହିଛି । ଚେନ୍ନାଇରେ ପେଟ୍ରୋଲ ଦର 69.54 ଟଙ୍କା ରହିଛି । ସେପଟେ ଇରାନରେ ମଧ୍ୟ ପେଟ୍ରୋଲ ଦର ବଢିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ ।

ଆସନ୍ତା ୨୩ ତାରିଖ ଦିନ ହେବାକୁ ଯାଉଥିବା ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିବା ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ତାଲିମ ଶିବିର କୋରାପୁଟ ଜିଲ୍ଲା ସଦର ମହକୁମାର ସଦ୍ଭାବନା ସଭାଗୃହଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ଭାବେ ନିଯୁକ୍ତ ହୋଇଥିବା ସମସ୍ତ ବ୍ଲକ ର ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ କମ୍ପ୍ୟୁଟର ଅପରେଟର ମାନଙ୍କୁ ଭୁବନେଶ୍ୱରରୁ ଆସିଥିବା ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ସୁଜାତା ମିଶ୍ର ତାଲିମ ପ୍ରଦାନ କରିଥିଲେ । କୋରାପୁଟ ଜିଲ୍ଲାର ସମସ୍ତ ପାଂଚଗୋଟି ବିଧାନସଭା ଆସନ ସମେତ କୋରାପୁଟ ଓ ନବରଙ୍ଗପୁର ଲୋକସଭାର ଭୋଟ ଗଣତି କୋରାପୁଟର ସରକାରୀ ମହାବିଦ୍ୟାଳୟ ଓ ଜୟପୁରର ବିକ୍ରମଦେଵ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ସୂଚନା ଦେଇଛନ୍ତି ।
............
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.