ETV Bharat / bharat

ଏପରି ଏକ ମନ୍ଦିର: ଯେଉଁଠି ଦେବତା ନୁହେଁ, ପୂଜା ପାଏ ଖବର କାଗଜ

ଛତିଶଗଡର ଧମତରୀ ଜିଲ୍ଲାରେ ଏକ ଅନନ୍ୟ ମନ୍ଦିର ରହିଛି । ଯେଉଁଠି ଠାକୁର ନୁହେଁ ଖବରକାଗଜ ପୂଜା ପାଆନ୍ତି । ତେବେ କାହିଁକି ଏଠାକାର ବାସିନ୍ଦା ଦେବାତାଙ୍କ ଭଳି ଖବରକାଗଜକୁ ପୂଜନ୍ତି ? କଣ ରହିଛି ଏହି କାଗଜର ବିଶେଷତ୍ବ ? ଜାଣନ୍ତୁ..

ଡିଜାଇନ ଫଟୋ
author img

By

Published : Jul 27, 2019, 7:11 PM IST

Updated : Jul 27, 2019, 7:22 PM IST

ରାୟପୁର: ଛତିଶଗଡର ଧମତରୀ ଜିଲ୍ଲା । ଏଠାରେ ରହିଛି ଏପରି ଏକ ମନ୍ଦିର ଯେଉଁଠି ଭଗବାନ ନୁହେଁ ବରଂ ପୂଜା ପାଏ ଖବର କାଗଜ ଶୁଣିବାକୁ ଟିକେ ଅଜବ ଲାଗୁଥିବ । କିନ୍ତୁ ବାସ୍ତବରେ ଏହି ମନ୍ଦିରର ଆରଧ୍ୟ ଦେବତା ଗଣମାଧ୍ୟମର ପ୍ରଥମ ପାହାଚ ଖବରକାଗଜ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚିତ, ମନ୍ଦିରରେ ପୁଣି ଖବରକାଗଜ? ଏଥିରେ ଏପରି କଣ ରହିଛି ଯେ, ଏହାକୁ ଏଠାକାର ଲୋକ ପୂଜା କରନ୍ତି ।

ଆରଧ୍ୟ ଦେବତା ଖବରକାଗଜ

ଏହା ପଛରେ ରହିଛି ଏକ ଅନୋଖା ଇତିହାସ । ଏହି ଖବରକାଗଜ କୌଣସି ମାମୁଲି କାଗଜଟିଏ ନୁହେଁ । ଏହା ଭାରତ ଇତିହାସର ଅବିସ୍ମରଣୀୟ ଦିନ 1947 ଅଗଷ୍ଟ 15ର ଖବରକାଗଜ । ଏଥିରେ ଲେଖା ରହିଛି ଦେଶ ସ୍ବାଧିନ ପାଇଥିବାର ଖୁସି ଖବର । ଖବର ପ୍ରକାଶର ମାସେ ପରେ ବି ଏହାକୁ ପଢି, ଖୁସିରେ ନାଚିଥିଲେ ଏଠାକାର ଲୋକେ । ପ୍ରାଣପିଣ୍ଡରେ ବଞ୍ଚିବାର ଆଶା ସଂଚାର କରିଥିବା ଏହି କାଗଜଟିକୁ ସେବେଠୁ ଲୋକେ ଦେବ ଦୂତ ଭାବି ଯତ୍ନ ସହକାରେ ପୂଜା କରୁଛନ୍ତି ।

କେବଳ ପୂଜା ନୁହେଁ ଦେବାଳୟରେ ଯେଉଁଭଳି ସ୍ବତନ୍ତ୍ର ଦିନରେ ସେଲିବ୍ରେସନ ହୁଏ, ସେହିପରି ଏଠାରେ ମଧ୍ୟ ଅଗଷ୍ଟ 15 ଓ ଜାନୁଆରୀ 26ରେ ମେଳା ଲାଗେ । ଏହି ମନ୍ଦିର ଓ ଏହା ପଛର ଇତିହାସ ଖବରକାଗଜର ମହତ୍ବରୁ ପ୍ରତିପାଦନ କରୁଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ଭିଓ 1
ଫେସନ ନାଁ ଟି ଶୁଣିଲେ ହିଁ ମନ ଭିତରେ ,ପ୍ରଥମେ ପିନ୍ଧି ଥିବା ପେଷାକ ଉପରେ ନଜର ଆସେ। ହେଲେ ବେଳେ ବେଳେ ସେ ସବୁ ପେଷାକ ଆଉ ସେଥିରେ ବ୍ୟବହାର ରାସାୟନିକ ରଙ୍ଗ ପାଇଁହି ଆଜି ଅନେକ ଲୋକ ବିଭିନ୍ନ ଚାର୍ମ ରେଗ ର ଶିକାର ହେଉଛନ୍ତି। ପେଷାକ ରେ ବ୍ୟବହାର ଯେଉଁଥିବା ରାସାୟନିକ  ରଙ୍ଗ ହେଉଛି ଜଳ ପ୍ରଦୂଷଣ ର ଏକ ମୁଖ୍ୟ କାରଣ।   ବର୍ତ୍ତମାନ ଚାଇନା ରେ ସର୍ବାଧିକ 70 ପ୍ରତିଶତ ନଦୀ ପ୍ରଦୂଷଣ ଆଉ ଧିରେ ଧିରେ ଭାରତ ବର୍ଷ ରେ ଏହାର ପ୍ରଭାବ ଦେଖିବା କୁ ମିଳୁଛି। 
ଭିଓ 2
କିନ୍ତୁ ଏ ସବୁ ଭିତରେ ମେସନାଲ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକ୍ନୋଲେଜି ଭୁବନେଶ୍ୱର ଆଣିଛି ଏକ ପ୍ରୟାସ, ବର୍ତ୍ତମାନ ଇନଷ୍ଟିଚ୍ୟୁଟ ର ଛାତ୍ରଛାତ୍ରୀ ସହ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ  ଏବେ ରାସାୟନିକ ରଙ୍ଗ ବ୍ୟବହାର ପରିବର୍ତ ବ୍ୟବହାର କରୁଛନ୍ତି ନେଚୁରାଲ କଲର। ସେ ସବୁ ରଙ୍ଗ ଆସୁଛି ଗଛ ଲତା,ପୁଲ ଫଳ, ଚେପା, ଚେର ଆଦି ଅନେକ ରୁ। ଅନ୍ୟ ପଟେ ବର୍ତ୍ତମାନ ଇନଷ୍ଟିଚ୍ୟୁଟ ବେବଳ ଏହି ଅରଗାନିକ ରଙ୍ଗ ପାଇବା ପାଇଁ ଲଗାଯାଇଛି 48 ଟି ଗଛ।  ଇନଷ୍ଟିଚ୍ୟୁଟ ର ମୁଖ୍ୟ ଙ୍କ କହିବା ଅନୁସାରେ ଆମ ଭରତ ବର୍ଷ ହେଉଛି ଏକ ଏମିତି ଜାଗା ଯେଉଁଟି 95 ଭାଗ ହେଣ୍ଡଲୁମ କାମ ହୁଏ। ଆଉ ଆମ ଓଡ଼ିଶା ରେ ଏମିତି ଅନେକ ଜିନିଷ ଅଛି ଯେଉଁଠାରୁ ଆମେ ନେଚୁରାଲ ବା ଅର୍ଗନିକ ରଙ୍ଗ ବାହାର କରାଯାଇ ପାରିବ। ଆଉ ଏ ସବୁ ଉପରେ ଯଦି ସରକାର ଧ୍ୟାନ ଦେବେ ଆଗକୁ ଚାଷୀ ଠାରୁ ଫେସନ ଡିଯାଏନର ସବୁ ଭଲ ଲାଭବାନ ହୋଇ ପାରିବେ।

ବାଇଟ ଶୁଭ୍ରା ପ୍ରିୟଦର୍ଶିନୀ ଯୁବପିଢ଼ି
ବାଇଟ ବି ବି ଜେନା, ଇନଷ୍ଟିଚ୍ୟୁଟ ର ମୁଖ୍ୟ
ବାଇଟ ଚାନ୍ଦିନୀ ଖଣ୍ଡେଲବାଲ, ଛାତ୍ରୀ
ବାଇଟ ଲେବରେଟେରିଆନ

ଫାଇନାଲ ଭିଓ
ତେବେ ଦେଖିବାର ରହିଲା ଆମର ଏହି ପୁରଣା ପରମ୍ପରା ରେ ଆଗରୁ ତିଆରି ହେଉଥିବା ଅର୍ଗଅନିକ କଲର କୁ ଯେଉଁ ପୁଣି ଥରେ ଅଣା ଯାଉଛି ଲୋକଙ୍କ ପାଖରେ କେତେ ଆଦୃତ ହେବ।

Last Updated : Jul 27, 2019, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.