ETV Bharat / bharat

ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ସମ୍ମିଳନୀ; ସମ୍ବୋଧିତ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ - national education policy conference

ଜାତୀୟ ଶିକ୍ଷା ନୀତି ଲାଗୁ ହେବାର କିଛି ଦିନ ବିତିଗଲାଣି । ଏହାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମରେ ଆଲୋଚନା ହେଉଛି । ଆଜି ଏଭଳି ଏକ ସମ୍ମିଳନୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ । ଅଧିକ ପଢନ୍ତୁ...

ଆଜି ନୂତନ ରାଷ୍ଟ୍ରୀୟ ନୀତି ଉପରେ ସମ୍ମିଳନୀ
ଆଜି ନୂତନ ରାଷ୍ଟ୍ରୀୟ ନୀତି ଉପରେ ସମ୍ମିଳନୀ
author img

By

Published : Sep 7, 2020, 10:00 AM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ସାରା ଦେଶର ରାଜ୍ୟପାଳ ସାମିଲ ହେବେ । ସକାଳ 10. 30 ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାମିଲ ହେବେ ।

ଏହି ସମ୍ମିଳନୀ ବିଷୟରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ପିଏମ ନିଜ ଟ୍ବିଟରେ ଲେଖଛନ୍ତି 7 ସେପ୍ଟେମ୍ବର ସକାଳ 10.30 ସମୟରେ ରାଷ୍ଟ୍ରୀୟ ଶିକ୍ଷା ନୀତି 2020 ଓ ଏହାର ପରିବର୍ତ୍ତନ ପ୍ରଭାବ ଉପରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ, ଗତ କ୍ୟାବିନେଟ ବୈଠକରେ ମୋଦି ସରକାର ଦୀର୍ଘ 34 ବର୍ଷର ଶିକ୍ଷାନୀତିରେ ସୁଧାର ଆଣିଛନ୍ତି । ଏକ କମିଟି ଦ୍ୱାରା ଦୀର୍ଘ ଦିନର ମନ୍ଥନ ପରେ ଅନେକ ପରାମର୍ଶ ଉପସ୍ଥାପିତ କରାଯିବା ପରେ, ଯାହା ପାରିତ ହୋଇଛି । ଏହା ଅଧୀନରେ ପିଲାମାନଙ୍କୁ ପ୍ରାକ୍ଟିକାଲ୍ ଶିକ୍ଷା ସହିତ, ଉଚ୍ଚଶିକ୍ଷାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଭଳି ପ୍ରାଥମିକ ସମୟରେ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.