ETV Bharat / bharat

ରାଜ୍ୟସଭାରେ ଉଠିଲା ଭୂତମୁଣ୍ଡାଇ ପୋଲ ପ୍ରସଙ୍ଗ, ଶୀଘ୍ର ମରାମତି କରିବାକୁ ଦାବି

ରାଜ୍ୟସଭାରେ ଉଠିଲା ଭୂତମୁଣ୍ଡାଇ ପୋଲ ପ୍ରସଙ୍ଗ । 53 ନମ୍ବର ଜାତୀୟ ରାଜପଥର ଭୂତମୁଣ୍ଡାଇ ନିକଟରେ ଥିବା ମହାନଦୀ ପୋଲକୁ ଶୀଘ୍ର ମରାମତି କରିବାକୁ ରାଜ୍ୟସଭାରେ ଦାବି ହୋଇଛି ।

ଫଟୋ ସୌଜନ୍ୟ: ରାଜ୍ୟସଭା ଟିଭି
author img

By

Published : Jul 29, 2019, 11:49 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ଭୂତମୁଣ୍ଡାଇ ପୋଲ ପ୍ରସଙ୍ଗ । 53 ନମ୍ବର ଜାତୀୟ ରାଜପଥର ଭୂତମୁଣ୍ଡାଇ ନିକଟରେ ଥିବା ମହାନଦୀ ପୋଲକୁ ଶୀଘ୍ର ମରାମତି କରିବାକୁ ରାଜ୍ୟସଭାରେ ଦାବି ହୋଇଛି । ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି(ସୋମବାର) ଏ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଛନ୍ତି ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ଏହା ସହ ଡୁବୁରୀ ନିକଟ ବ୍ରାହ୍ମଣୀ ନଦୀ ପୋଲକୁ ମଧ୍ୟ ଶୀଘ୍ର ମରାମତି କରିବାକୁ ସେ କହିଛନ୍ତି । ତେବେ ଦୁଇଟି ପୋଲ ପାଇଁ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ମରାମତି ଦିଗରେ କାର୍ଯ୍ୟ ହୋଇନଥିବାରୁ ସେ ଏଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି । ଏଥିସହ ମରାମତି ନକଲେ କୌଣସି ବି ମୁହୂର୍ତ୍ତରେ ଏହା ଭାଙ୍ଗିଯିବ ବୋଲି ସେ ଆଶଙ୍କା କରିଛନ୍ତି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.