ନୂଆଦିଲ୍ଲୀ: ବ୍ରିଟେନର ସେଲିସବ୍ୟୁରୀ ଠାରେ ଆୟୋଜିତ ହେଉଛି 'ଅଜୟ ୱାରିୟର 2020' ସମରାଭ୍ୟାସ । ଏହା ମାଧ୍ୟରେ ନିଜର ସାମରିକ କଳାକୌଶଳ ପ୍ରଦର୍ଶନ କରିବେ ଉଭୟ ଭାରତ-ୟୁକେ ସେନା । ଚଳିତ ବର୍ଷ ଏହି ଯୁଦ୍ଧାଭ୍ୟାସର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହେଉଛି । ଆତଙ୍କବାଦର ମୁକାବିଲା କିଭଳି କରାଯିବ ସେ ନେଇ ଏହି ଭାରତ-ୟୁକେ ସେନାରେ 'ଅଜୟ ୱାରିୟର 2020' ମାଧ୍ୟମରେ ଅଭ୍ୟାସ କରିବେ । ଏହା ସହିତ ଦୁଇ ଦେଶ ମଧ୍ୟରେ ସାମରିକ ରଣକୌଶଳ ପ୍ରଦର୍ଶନ କରାଯିବ ।
@ANI