ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ: 81ରୁ 52 ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରବିବାର ବିଜେପି ପ୍ରଥମ ପର୍ଯ୍ୟାୟରେ 52 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଅଧିକ ପଢନ୍ତୁ...

author img

By

Published : Nov 10, 2019, 6:54 PM IST

ଡିଜାଇନ ଫଟୋ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରବିବାର ବିଜେପି ପ୍ରଥମ ପର୍ଯ୍ୟାୟରେ 52 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାସହ ଦଳ ପକ୍ଷରୁ ବାକି ଆସନ ପାଇଁ ଖୁବ ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିଯିବ ବୋଲି କୁହାଯାଇଛି ।

bjp announces names of candidates for  Jharkhand Assembly Polls
ଫଟୋ ସୌଜନ୍ୟ: ଏଏନଆଇ

ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ଜାମସେଦପୁର ଇଷ୍ଟ ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ଲକ୍ଷ୍ମଣ ଗିଲୁୱା ଚକ୍ରଧର ପୁର ବିଧାନସଭା ଆସନରୁ ନିର୍ବାଚନ ଲଢିବେ ।

ଏଠାରେ ସୂଚନା ଯୋଗ୍ୟ ଯେ, ନଭେମ୍ବର 1 ତାରିଖରେ ଝାଡଖଣ୍ଡର ୮୧ ଆସନ ବିଶିଷ୍ଟ ବିଧାନସଭା ପାଇଁ ୫ଟି ପର୍ଯ୍ୟାୟରେ ଭୋଟିଂ ହେବ। ନେଇ ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋଡ଼ା ଘୋଷଣା କରିଥିଲେ । ପ୍ରଥମେ ପର୍ଯ୍ୟାୟ ପାଇଁ ଭୋଟିଂ ନଭେମ୍ବର ୩୦ରେ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ପାଇଁ ଡିସେମ୍ବର ୧୨, ୪ର୍ଥ ପର୍ଯ୍ୟାୟ ପାଇଁ ୧୬ ଓ ଶେଷ ପର୍ଯ୍ୟାୟ ପାଇଁ ୨୦ ତାରିଖରେ ଭୋଟିଂ ହେବ । ସେହିପରି ୨୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.