ETV Bharat / bharat

ସୁରକ୍ଷାକର୍ମୀଙ୍କ ଗୁଳିରେ 2ଆତଙ୍କୀ ନିହତ, ଜଣେ ଯବାନ ଶହୀଦ

author img

By

Published : Jun 23, 2020, 6:32 AM IST

Updated : Jun 23, 2020, 9:24 AM IST

ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କୀ ନିହତ, ଜଣେ ଯବାନ ଶହୀଦ । ପୁଲଓ୍ବାମାର ବାନଡୋଜ ଅଞ୍ଚଳରେ ଏହି କୁମ୍ବିଂ ଅପରେସନ ଜାରି। ଅଧିକ ପଢନ୍ତୁ....

Two unidentified terrorists killed,Search operation underway: Jammu & Kashmir Police
ସୁରକ୍ଷାକର୍ମୀଙ୍କ ଗୁଳିରେ 2ଆତଙ୍କୀ ନିହତ

ଶ୍ରୀନଗର: ଘାଟିରେ ଫୁଟୁଛି ଗୁଳି । ସୁରକ୍ଷାକର୍ମୀଙ୍କ ଗୁଳିରେ 2ଆତଙ୍କୀ ନିହତ ହୋଇଥିବାବେଳେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଦୁଇ ମୃତ ଆତଙ୍କୀଙ୍କ ଠାରୁ ଦୁଇଟି ଏକେ 47 ରାଇଫଲ ଜବତ କରାଯାଇଛି । ସକାଳୁ ସକାଳୁ ସୀମାରେ ଆରମ୍ଭ ହୋଇଛି ଏନକାଉଣ୍ଟର ।

ସୁରକ୍ଷାକର୍ମୀଙ୍କ ଗୁଳିରେ 2ଆତଙ୍କୀ ନିହତ, ଜଣେ ଯବାନ ଶହୀଦ

ଟାର୍ଗେଟରେ ରହିଛନ୍ତି ଆତଙ୍କବାଦୀ । ପୁଲଓ୍ବାମାର ବାନଡୋଜ ଅଞ୍ଚଳରେ ଏହି କୁମ୍ବିଂ ଅପରେସନ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ।

ତେବେ ସୂଚନା ଥାଉ କି ଗତ କିଛି ଦିନ ମଧ୍ୟରେ ସେନା ପକ୍ଷରୁ ସୋଫିଆନାରେ ଆତଙ୍କୀ ନିପାତ ଅଭିଯାନ ଜାରି ରହିଛି ।

ସୌଜନ୍ୟ @ANI

Last Updated : Jun 23, 2020, 9:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.