ETV Bharat / bharat

ଗ୍ଲୋବାଲ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସର 142ତମ ସ୍ଥାନରେ ଭାରତ

ମଙ୍ଗଳବାର ପ୍ରକାଶିତ ବାର୍ଷିକ Reporters Without Borders analysisରେ ଭାରତ ବିଶ୍ବର 180ଟି ଦେଶ ମଧ୍ୟରେ 142 ତମ ସ୍ଥାନରେ ରହିଛି । ଏହା ପ୍ରେସର ସ୍ବାଧିନତାକୁ ଦର୍ଶାଇଥାଏ ।

author img

By

Published : Apr 22, 2020, 4:20 PM IST

Reporters Without Borders analysis
ଗ୍ଲୋବାଲ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ

ହାଇଦ୍ରାବାଦ: ମଙ୍ଗଳବାର ପ୍ରକାଶିତ ବାର୍ଷିକ Reporters Without Borders analysisରେ ଭାରତ ବିଶ୍ବର 180ଟି ଦେଶ ମଧ୍ୟରେ 142 ତମ ସ୍ଥାନରେ ରହିଛି । ଏହା ପ୍ରେସର ସ୍ବାଧିନତାକୁ ଦର୍ଶାଇଥାଏ ।

‘ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ 2020’ ମତରେ, 2018 ତୁଳନାର ଭାରତରେ ସାମ୍ବାଦିକଙ୍କ ମୃତ୍ୟୁ ସଂଖ୍ୟା 2019 ରେ ସ୍ଥିର ରହିଛି । ଦେଶର ଗଣମାଧ୍ୟମର ସୁରକ୍ଷା ସ୍ଥିତିରେ ସୁଧାର ଆସିପାରିଛି ।

ସାମ୍ବାଦିକଙ୍କ ବିରୋଧରେ ପୋଲିସର ହିଂସା, ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଆକ୍ରମଣ ଏବଂ ଅପରାଧିକ ଗୋଷ୍ଠୀ କିମ୍ବା ଦୁର୍ନୀତିଗ୍ରସ୍ତ ସ୍ଥାନୀୟ ଅଧିକାରୀଙ୍କ ଦ୍ବାରା ପ୍ରତିଶୋଧ ନିଆଯିବା ଭଳି ଅପରାଧ ପ୍ରେସ ସ୍ବାଧୀନତା ଉଲ୍ଲଂଘନ କରିଥାଏ ।

ହିନ୍ଦୁତ୍ବ ଅନୁସରଣକାରୀଙ୍କୁ ବିରକ୍ତ କରୁଥିବା ବିଷୟରେ କହିବାକୁ କିମ୍ବା ଲେଖିବାକୁ ସାହସ କରୁଥିବା ସାମ୍ବାଦିକଙ୍କ ବିରୋଧରେ ସୋସିଆଲ ନେଟୱାର୍କରେ ଚାଲିଥିବା ‘ସମନ୍ବିତ ଘୃଣା ଅଭିଯାନ’ ଉଦ୍ବେଗଜନକ ଅଟେ ବୋଲି କୁହାଯାଇଛି । ଟାର୍ଗେଟରେ ମହିଳା ଥିବାବେଳେ ଏହି ଅଭିଯାନ ବିଶେଷ ଭାବରେ ଉଗ୍ର ବୋଲି ଏହା କହିଛି।

ପ୍ୟାରିସ୍ ଭିତ୍ତିକ ରିପୋଟର୍ସ ସାନ୍ ଫ୍ରଣ୍ଟିଅର୍ସ (ଆରଏସ୍ଏଫ୍) ବା ରିପୋଟର୍ସ ୱିଧଆଉଟ ବର୍ଡର, ଏକ ଅଣ-ଲାଭକାରୀ ସଂସ୍ଥା ଯାହା ସାରା ବିଶ୍ବରେ ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ବିଚାର କରିବା ତଥା ମୁକାବିଲା କରିବା ପାଇଁ କାର୍ଯ୍ୟ କରିଥାଏ।

ଦକ୍ଷିଣ ଏସିଆ ସାଧାରଣତଃ ସୂଚକାଙ୍କରେ ଖରାପ ପ୍ରଦର୍ଶନ କରିଛି, ପାକିସ୍ତାନ 145 କୁ ଖସି ଆସିଛି ଏବଂ ବାଂଲାଦେଶ 151ରେ ରହିଛି । ଏଥିରେ ନରୱେ ପ୍ରଥମ ସ୍ଥାନରେ ରହିଛି । 177 ତମ ସ୍ଥାନରେ ଥିବା ଚୀନ ଥିବା ବେଳେ ଉତ୍ତର କୋରିଆଠାରୁ 180 ତମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.