ETV Bharat / bharat

‘ବିଜେପି ଖୁବଶିଘ୍ର ସରକାର ଗଠନ କରିବ’ - ମହାରାଷ୍ଟ୍ରରେ ସରକାର ଗଠନ

ଆମର ବିଶ୍ବାସ ଆମେ ଖୁବଶିଘ୍ର ସରକାର ଗଠନ କରିବୁ । ଏବେ କୌଣସି ମତ ମନ୍ତବ୍ୟ ଦେବୁ ନାହିଁ । ଦିଲ୍ଲୀରେ ପହଞ୍ଚିବା ପରେ ଦେବେନ୍ଦ୍ର ଫଡନାଭିସଙ୍କ ମନ୍ତବ୍ୟ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 4, 2019, 1:34 PM IST

ମୁମ୍ବାଇ: ଗୋଟିଏ ପଟେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ଜୋରଦାର ଉଦ୍ୟମ ଆରମ୍ଭ କରିଛି । ଦଳ କଂଗ୍ରେସ ଓ ଏନସିପିକୁ ନେଇ ସରକାର ଗଠନ ପାଇଁ ଜାରି ରହିଛି ଆଲୋଚନା ପର୍ଯ୍ୟାଲୋଚନା । ଠିକ ଏତିକି ବେଳେ ବିଜେପି ମେଣ୍ଟର ଭବିଷ୍ୟତ ଓ ସରକାର ଗଠନ ପାଇଁ ଚୂଡାନ୍ତ ରଣନୀତି ପାଇଁ ଆଜି ଦିଲ୍ଲୀ ଆସିବା ବେଳେ ବଡ ବୟାନ ଦେଇଛନ୍ତି ଦେବେନ୍ଦ୍ର ଫଡନାଭିସ । ସେ କହିଛନ୍ତି ମୁଁ ସରକାର ଗଠନକୁ ନେଇ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନି । କିନ୍ତୁ ମୋର ବିଶ୍ବାସ ଅଛି ଖୁବ ଶୀଘ୍ର ଆମେ ସରକାର ଗଠନ କରିବୁ ।

ସୂଚନାଯୋଗ୍ୟ ସରକାର ଗଠନ, ଶିବସେନାର ଦାବି ଓ ପରବର୍ତ୍ତୀ ରଣନୀତି ନେଇ ଦେବେନ୍ଦ୍ର ଫଡନାଭିସ ଆଜି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଆସିଛନ୍ତି ।

Intro:Body:

Pawar, Sonia may meet, take up Maharashtra today

New Delhi, Nov 3 (IANS) Amid the stalemate over government formation in Maharashtra, Nationalist Congress Party (NCP) chief Sharad Pawar is likely to arrive here on Monday to meet Congress interim president Sonia Gandhi.

The leaders of the two allies are expected to discuss the unfolding political situation in Maharashtra. They may clarify their stand after the meeting whether to support the Shiv Sena, which is unhappy with the Bharatiya Janata Party (BJP), its ally.

All top leaders of the Congress from Maharashtra have met Sonia Gandhi and briefed her about the developments. They have also met Pawar.

NCP leader Ajit Pawar said in Mumbai that Pawar might meet Sonia Gandhi.

While some Congress leaders, like Hussain Dalwai, MP, are openly advocating extending support to the Sena for forming the government; others, like Sanjay Nirupam, are advising caution.

Meanwhile, amid the stalemate, the Shiv has claimed support of 175 legislators.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.