ETV Bharat / bharat

କୋରୋନା ଭାଇରସ: ମୃତ୍ୟୁ ସଂଖ୍ୟା 492କୁ ବୃଦ୍ଧି

author img

By

Published : Feb 5, 2020, 9:29 AM IST

ସମଗ୍ର ଚୀନରେ କୋରୋନା ଭାଇରସ ସଂକ୍ରମଣରେ ଏବେ ସୁଦ୍ଧା ମୋଟ  492 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ପ୍ରାୟ 24,000 ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

Corona virus
କୋରୋନା ଭାଇରସ

ବେଜିଂ: ଚୀନରେ ବ୍ୟାପିଥିବା ମାରାତ୍ମକ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ଏହି ଭାଇରସ ଜନିତ ମୃତ୍ୟୁର 65ଟି ନୂଆ ମାମଲା ସାମ୍ନାକୁ ଆସିଥିବା ଚୀନ ସରକାରଙ୍କ ପକ୍ଷରୁ ଜଣାପଡିଛି । ସମଗ୍ର ଚୀନରେ କୋରୋନା ଭାଇରସ୍‌ ସଂକ୍ରମଣରେ ଏବେ ସୁଦ୍ଧା ମୋଟ 492 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ପ୍ରାୟ 24,000 ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିଛି ।

ସେପଟେ ଏହି ଭାଇରସରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ପାଇଁ ଚୀନରେ ଆଉ ଏକ ଡାକ୍ତରଖାନା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି । ଏହି ଡାକ୍ତରଖାନାରେ 1300 ବେଡ ରହିବାର ସୁବିଧା ହୋଇପାରେ ବୋଲି ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ଚୀନ କେବଳ 9 ଦିନରେ 1000 ବେଡ ଯୁକ୍ତ ଡାକ୍ତରଖାନା ନିର୍ମାଣ କରିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.