ETV Bharat / bharat

କଳାକୃତି ମାଧ୍ୟମରେ ଛାତ୍ର ଦେଖାଇଲେ ନେପୋଟିଜିମର ପ୍ରକୃତ ଚିତ୍ର - nepotism in Bollywood.

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ବ୍ୟଥିତ ଗ୍ବାଲିୟରର ରାଜା ମାନସିଂହ ତୋମାର ମ୍ୟୁଜିକ୍ ଆଣ୍ଡ ଆର୍ଟ ୟୁନିଭର୍ସିଟିର ମାଷ୍ଟର ଅଫ୍ ଫାଇନ୍ ଆର୍ଟର ଛାତ୍ର ବିଶାଲ୍ ଧୋଟେ ।

କଳାକୃତି ମାଧ୍ୟମରେ ଛାତ୍ର ଦେଖାଇଲେ ନେପୋଟିଜିମର ପ୍ରକୃତ ଚିତ୍ର

author img

By

Published : Aug 26, 2020, 4:46 PM IST

ଭୋପାଳ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ସିବିଆଇ ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି। ତେବେ ଏହି ମାମଲା ବ୍ୟତୀତ ଗ୍ବାଲିୟରର ରାଜା ମାନସିଂହ ତୋମାର ମ୍ୟୁଜିକ୍ ଆଣ୍ଡ ଆର୍ଟ ୟୁନିଭର୍ସିଟିର ମାଷ୍ଟର ଅଫ୍ ଫାଇନ୍ ଆର୍ଟର ଛାତ୍ର ବିଶାଲ୍ ଧୋତେ ଆତ୍ମହତ୍ୟା କରିଥିବା ଚରିତ୍ର ଗୁଡିକ ଅତ୍ୟଧିକ ଆଘାତ ପାଇଥିବା ଦର୍ଶାଇଛନ୍ତି।

କଳାକୃତି ମାଧ୍ୟମରେ ଛାତ୍ର ଦେଖାଇଲେ ନେପୋଟିଜିମର ପ୍ରକୃତ ଚିତ୍ର

ତେବେ ସେ ଏହି ଆଘାତକୁ କଳାକୃତି ମାଧ୍ୟମରେ ପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି । ସେ ବିଶ୍ବାସ କରନ୍ତି ଯେ ପ୍ରତିଭାକୁ ଅଣଦେଖା କରୁଥିବାରୁ ଏପରି ଆତ୍ମହତ୍ୟା ବୃଦ୍ଧି ପାଉଛି । ସେ ଏହି କଳାକୃତିରେ ନେପୋଟିଜିମ୍ ଓ ନକରାତ୍ମକତାକୁ ବେଶ୍ ଭଲ ଭାବରେ ଦର୍ଶାଇଛନ୍ତି । ଏହି କଳାକୃତିରେ ଉପରେ ପହଞ୍ଚିଥିବା ବ୍ୟକ୍ତି ନେପୋଟିଜିମ୍ ଦ୍ବାରା ପହଞ୍ଚିଛି । ଏହା ତଳେ ଥିବା ବ୍ୟକ୍ତି ଯୋଗ୍ୟତା ଥିଲେ ମଧ୍ୟ ସର୍ବୋଚ ସ୍ତରରେ ପହଞ୍ଚିପାରୁନି । ନେପୋଟିଜିମ୍ ସବୁଠି ରହିଛି । କେବଳ ବଲିଉଡ ନୁହେଁ ବରଂ ରାଜନୀତି, ଚାକିରୀ ସବୁଠାରେ ।

କିଛି ଲୋକ ସମସ୍ୟାର ସମ୍ମୁଖିନ ହୋଇ ଆଗକୁ ବଢିବାକୁ ଚେଷ୍ଟା କରନ୍ତି । କିନ୍ତୁ ନେପୋଟିଜିମ୍ ଫଳରେ ଦକ୍ଷତାକୁ ଅଣଦେଖା କରାଯାଏ । ଏହାର ପରିଣାମ ଆତ୍ମହତ୍ୟା ହୋଇଥାଏ । ଏପରି କଳାକୃତି ମାଧ୍ୟମରେ ସେ ଦେଶକୁ ମେସେଜ ଦେବାକୁ ଚାହାଁନ୍ତି । ନେପୋଟିଜିମ୍ ବା ପରିବାରବାଦକୁ ମହତ୍ତ୍ବ ନଦେଇ ଦକ୍ଷତାକୁ ଦେଖନ୍ତୁ । ଏହି କଳାକୃତି ସୁଶାନ୍ତ ସିଂ ରାଜପୁତଙ୍କ ଭଳି ଆତ୍ମହତ୍ୟା କରୁଥିବା ଅନେକଙ୍କ କାହାଣୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.