ETV Bharat / bharat

ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ଏନକାଉଣ୍ଟର, ସେନା ଗୁଳିରେ ୪ ଆତଙ୍କବାଦୀ ନିହତ - ସେନା ଗୁଳିରେ ୪ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ଏନକାଉଣ୍ଟର । ପୋଲିସ ଓ ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ । ସେନା ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଜମ୍ମୁକାଶ୍ମୀରର ଏକାଧିକ ସ୍ଥାନରେ ଏନକାଉଣ୍ଟର, ସେନା ଗୁଳିରେ ୪ ଆତଙ୍କବାଦୀ ନିହତ

author img

By

Published : Nov 1, 2022, 9:27 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ସିମଥାନ ବିଜହେରା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି (One militant killed in Simthan Anantnag ) । ଏହାସହିତ ଅୱନ୍ତିପୋରା ଠାରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି ।

  • #UPDATE | 3 terrorists killed in Awantipora encounter. Identification being ascertained. As per our source, 1 is FT & 1 local terrorist of LeT namely Mukhtiyar Bhat, involved in several terror crimes including killing of an ASI of CRPF & 2 RPF personnel: ADGP Kashmir

    (file pic) pic.twitter.com/cn9sdljBsc

    — ANI (@ANI) November 1, 2022 " class="align-text-top noRightClick twitterSection" data=" ">

ରିପୋର୍ଟ ଅନୁସାରେ ପୋଲିସ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ମିଳିତ ଅପରେସନ ଆରମ୍ଭ ହୋଇଥିଲା (Search operation in Simthan area ) । ଅନନ୍ତନାଗ ଜିଲ୍ଲାର ସିମଥାନ ଅଞ୍ଚଳରେ ଏହି ସର୍ଚ୍ଚ ଅପରେସନ ହୋଇଥିବା ବେଳେ ଏକ ନିର୍ଜନ ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ପୋଲିସ ଓ ସୁରକ୍ଷାବାହିନୀ ଉକ୍ତ ସନ୍ଦେହପୂର୍ଣ୍ଣ ସ୍ଥାନରେ ଅପରେସନ ଆରମ୍ଭ କରିଥିବା ବେଳେ ଲୁଚି ରହିଥିବା ଆତଙ୍କାବଦୀ ମାନେ ଗୁଳିମାଡ଼ କରିଥିଲେ । ଏହା ପରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗନ୍‌ଫାଇଟ ହୋଇଥିଲା ।

ତେବେ ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଉକ୍ତ ଆତଙ୍କବାଦୀର ନାମ ଶକରି ବୋଲି ଜଣାପଡ଼ିଛି । ଶକିର ଜଣେ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଆତଙ୍କବାଦ କାର୍ଯ୍ୟରେ ଲିପ୍ତ ରହିଥିଲା । ଏହି ଏନକାଉଣ୍ଟର ପରେ ପୋଲିସ ଓ ସୁରକ୍ଷାବାହିନୀ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଜମ୍ମୁକାଶ୍ମୀରର ଖନ୍ଦିପୋରା, ଅୱନ୍ତିପୋରା ଓ ପୁଲୱାମା ଜିଲ୍ଲାରେ ମଧ୍ୟ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି ।

ଏହା ବି ପଢନ୍ତୁ- ମହାରାଷ୍ଟ୍ରର ଦୁଇଟି ସ୍ଥାନରେ ବସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଅୱନ୍ତିପୋରାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂତ୍ର ଅନୁସାରେ ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ପୂର୍ବରୁ CRPFର ଜଣେ ଆସିଷ୍ଟାଣ୍ଟ ସବ-ଇନିସପେକ୍ଟର (ASI) ଓ ୨ ଜଣ RPF କର୍ମଚାରୀଙ୍କୁ ହତ୍ୟା କରିଥିଲେ । ତେବେ ଏ ନେଇ କାଶ୍ମୀର ଏଡିଜିପି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.