ETV Bharat / bharat

କକ୍ଷ ପରିବର୍ତ୍ତନ କରିବେ ସମୃଦ୍ଧି ପ୍ରଦାନକାରୀ ଶୁକ୍ର, ଏସବୁ ରାଶି ଉପରେ ଧନ ବର୍ଷା - Transit of Venus

author img

By ETV Bharat Odisha Team

Published : Jul 5, 2024, 7:55 PM IST

Positive Effect On Zodiac Signs: ଆସନ୍ତା ଅଗଷ୍ଟ 25 ତାରିଖ ଯାଏଁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ହେବ ଧନବର୍ଷା । ଏମାନଙ୍କର ଅଟକି ଥିବା କାମ ସମ୍ପୂର୍ଣ୍ଣ ହେବ । କେଉଁ ରାଶିର ରହିଛି ରାଜଯୋଗ ଜାଣିବା ପାଇଁ ପଢ଼ନ୍ତୁ ।

TRANSIT OF VENUS
TRANSIT OF VENUS (ETV Bharat Odisha)

ହାଇଦ୍ରାବାଦ: ଜୁଲାଇ ମାସରେ, ଶୁଭ ଏବଂ ସମୃଦ୍ଧି ପ୍ରଦାନକାରୀ ଶୁକ୍ର ଦେବତା ଥରେ ନୁହେଁ ବରଂ ଦୁଇଥର କକ୍ଷ ପରିବର୍ତ୍ତନ କରିବେ । ବର୍ତ୍ତମାନ ଶୁକ୍ର ଦେବତା ମିଥୁନ ରାଶିରେ ଅଛନ୍ତି । ଜୁଲାଇ 07 (ରବିବାର) ଶ୍ରୀଗୁଣ୍ଡିଚା ରଥଯାତ୍ରା ଦିନ ସକାଳ 4ଟା 39 ମିନିଟ୍‌ରେ ଶୁକ୍ର ଦେବତା କର୍କଟ ରାଶିକୁ ଗତି କରିବେ । ଯେଉଁ ଠାରେ ଶୁକ୍ରଦେବ ଜୁଲାଇ 31 ପର୍ଯ୍ୟନ୍ତ ଅବସ୍ଥାନ କରିବେ । ପରେ ଜୁଲାଇ 31ରେ ରାତି 2ଟା 40ମିନିଟ୍‌ରେ ସିଂହ ରାଶିକୁ ପ୍ରବେଶ କରିବେ । ଯେଉଁଠାରେ ଶୁକ୍ର ଦେବତା 25 ଅଗଷ୍ଟ 2024 ପର୍ଯ୍ୟନ୍ତ ରହିବେ । ଜୁଲାଇରେ ଶୁକ୍ର ଦେବତା ଦୁଇଥର କକ୍ଷ ପରିବର୍ତ୍ତନ କରୁଥିବାରୁ ସମସ୍ତ ରାଶିର ଲଭ୍‌ ଲାଇଫ, ​​କ୍ୟାରିୟର ଏବଂ ସ୍ବାସ୍ଥ୍ୟ ଉପରେ ଉଭୟ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପଡ଼ିବ । କିନ୍ତୁ ଆଜି ଆମେ ଆପଣଙ୍କୁ 5ଟି ରାଶି ବିଷୟରେ କହିବୁ ଯେଉଁମାନଙ୍କ ପାଇଁ 25 ଅଗଷ୍ଟ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଶୁଭ ରହିବ ।

ଅଗଷ୍ଟ 25 ସୁଦ୍ଧା ଏହି ରାଶିର ଲୋକ ହେବେ ମାଲାମାଲ
ଅଗଷ୍ଟ 25 ସୁଦ୍ଧା ଏହି ରାଶିର ଲୋକ ହେବେ ମାଲାମାଲ (PISCES)

ମୀନ ରାଶି: ବ୍ୟବସାୟୀମାନେ ସେମାନଙ୍କ ପରିବାର ଲୋକଙ୍କ ସହ ବିଦେଶ ଭ୍ରମଣରେ ଯାଇପାରନ୍ତି । ଆସନ୍ତା ସପ୍ତାହ ମଧ୍ୟରେ ଆପଣଙ୍କ ମନ ଚାହୁଁଥିବା କମ୍ପାନୀରେ ଚାକିରି ମିଳିପାରେ । ଘର କିମ୍ବା ଦୋକାନ କିଣିବାର ଇଚ୍ଛା ପୂରଣ ହେବ । ବନ୍ଧୁଙ୍କ ସହାୟତାରେ ଆପଣଙ୍କୁ ବହୁତ ବଡ଼ ଖୁସି ଖବର ମିଳିବ । ଯାହା ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ । ମହିଳାମାନେ ଧନ ସଞ୍ଚୟ କରିବେ ।

ଅଗଷ୍ଟ 25 ସୁଦ୍ଧା ଏହି ରାଶିର ଲୋକ ହେବେ ମାଲାମାଲ (SCORPIO)

ବିଛା ରାଶି: ଚାକିରି କରିଥିବା ଲୋକମାନଙ୍କର ଆୟ ହଠାତ ବୃଦ୍ଧି ହୋଇପାରେ । ଯେଉଁଥିରେ ଆପଣ କରିଥିବା ଋଣ ପରିଶୋଧ କରିବେ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍‌ ଦେଉଥିବାରୁ ବହୁଦିନ ଧରି ଅଟକି ରହିଥିବା କାର୍ଯ୍ୟ ଧୀରେ ଧୀରେ ସମାପ୍ତ ହୋଇଯିବ । ଯଦି ବ୍ୟବସାୟୀଙ୍କ ବ୍ୟବସାୟ ସହ ଜଡିତ କୌଣସି ମାମଲା କୋର୍ଟରେ ଚାଲିଛି, ତେବେ ସେମାନେ ଏଥିରେ ସଫଳତା ପାଇପାରନ୍ତି । ମହିଳାମାନେ କର୍ମଚଞ୍ଚଳ ହେବେ । ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସିଦ୍ଧିଲାଭ କରିବେ ।

ଅଗଷ୍ଟ 25 ସୁଦ୍ଧା ଏହି ରାଶିର ଲୋକ ହେବେ ମାଲାମାଲ (LEO)

ସିଂହ ରାଶି: ପରିବାର ମଧ୍ୟରେ ଚାଲିଥିବା ବହୁଦିନର ବିବାଦ ଦୂର ହେବ । ପରିବାର ମଧ୍ୟରେ ଯାହା ବି କିଛି ସମସ୍ୟା ଅଛି ତାହା ସମ୍ପୂର୍ଣ୍ଣ ଭାବରେ ହଟିଯିବ । ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ଶୁଭ ଖବର ମିଳିବ । ବିଦ୍ୟାର୍ଥୀମାନେ କୌଣସି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିପାରନ୍ତି । ଘର କିଣିବାର ଇଚ୍ଛା ପୂରଣ ହୋଇପାରେ । ବ୍ୟବସାୟରେ ଆକସ୍ମିକ ଭାବରେ ଲାଭ ହେବାର ଯୋଗ ରହିଛି । ଚାକିରି କରିଥିବା ଲୋକମାନଙ୍କ ଦରମା ବୃଦ୍ଧି ହୋଇପାରେ ।

ଅଗଷ୍ଟ 25 ସୁଦ୍ଧା ଏହି ରାଶିର ଲୋକ ହେବେ ମାଲାମାଲ (GEMINI)

ମିଥୁନ ରାଶି: ଗତ ମାସରେ ଯେଉଁମାନେ ବିବାହ କରିଛନ୍ତି, ସେମାନେ ନିଜ ସାଥୀଙ୍କ ସହିତ ଭ୍ରମଣରେ ଯିବା ସହ ସପିଂ କରିବେ । ନିଜ ସାଥୀଙ୍କଠାରୁ ଏକ ସର୍‌ପ୍ରାଇଜ ଗିଫ୍ଟ ପାଇପାରନ୍ତି । ବ୍ୟବସାୟରେ ଏକ ବଡ ଡିଲ୍ ଫାଇନାଲ ହେବ । ଯାଦାଦ୍ବାରା ବ୍ୟବସାୟରେ ଭଲ ଲାଭ ପାଇପାରନ୍ତି । ଚାକିରି କରିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ସହକର୍ମୀଙ୍କ ଠାରୁ ଉପହାର ମିଳିପାରେ ।

ଅଗଷ୍ଟ 25 ସୁଦ୍ଧା ଏହି ରାଶିର ଲୋକ ହେବେ ମାଲାମାଲ (TAURUS)

ବୃଷ ରାଶି: କ୍ରୀଡା, କଳା ଏବଂ ସ୍ବାସ୍ଥ୍ୟ ସହ ଜଡିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଦରମା ବୃଦ୍ଧି ପାଇପାରେ । ଯାହା ପୂର୍ବ ତୁଳନାରେ ଭବିଷ୍ୟତରେ ଆପଣଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ପ୍ରତିଯୋଗିତାରେ ବିଜୟୀ ହେବା ସହ ପୁରସ୍କୃତ ହୋଇପାରନ୍ତି । ଯେଉଁମାନଙ୍କର ନିଜର ଡ୍ରେସ୍‌ ଦୋକାନ ଅଛି, ସେମାନଙ୍କ ଧନ ଲାଭ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.