ETV Bharat / bharat

ଜୁନ ୧୦ ରାଶିଫଳ: ବୃଷ-ମିଥୁନ ରାଶି ବ୍ୟକ୍ତି କାମରେ ପ୍ରଶଂସିତ ହେବେ, ଦୁର୍ଘଟଣାର ସମ୍ମୁଖୀନ ହେବେ ଏହି ରାଶି ବ୍ୟକ୍ତି - DAILY HOROSCOPE

author img

By ETV Bharat Odisha Team

Published : Jun 10, 2024, 12:00 AM IST

Horoscope Of 10th June: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

ମେଷ: ଆଶା କରିନଥିବା କିଛି ଘଟଣା ଘଟିପାରେ । ନୂତନ ଘର ନିର୍ମାଣ କରିପାରନ୍ତି । ଚାପଯୁକ୍ତ କାମ ଗୁଡିକରୁ ଦୂରରେ ରୁହନ୍ତୁ, କାରଣ ଆଜି ସଂଧ୍ୟାରେ ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ । ଚାକଚକ୍ୟକୁ ଗ୍ରହଣ କରନ୍ତୁ । ଖୁସିରେ ନିଜ ଜୀବନକୁ ଉପଭୋଗ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ବୃଷ: ଆଜି ଆପଣ ପରିବାର ସହ ଶାନ୍ତିରେ ସମୟ ବିତାଇବେ । ଆପଣଙ୍କ ପରିପକ୍ଵତା ପରିବାର ମଧ୍ୟରେ ଥିବା ଭାବପୂର୍ଣ୍ଣ ସମସ୍ୟାଗୁଡିକ ସହଜରେ ସମାଧାନ କରିବାରେ ସାହାଯ୍ୟ କରିବ । ଆଜି ପ୍ରଫୁଲ୍ଲ ହୁଅନ୍ତୁ, ଘର ଦୃଷ୍ଟିକୋଣରୁ ନିରବ ଏବଂ ଶାନ୍ତ ରହିବ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ମିଥୁନ: ଆଜି ଦିନ ଆପଣଙ୍କ ପାଇଁ ଆଶୀର୍ବାଦ ଭରା ରହିବ । କର୍ମକ୍ଷେତ୍ରରେ ଆପଣ ସହକର୍ମୀ ଏବଂ ବରିଷ୍ଠ ଅଧିକାରୀ ଠାରୁ ପ୍ରଶଂସା ପାଇପାରନ୍ତି । ଅର୍ଥ ସଦୁପଯୋଗ କରିବାର ନିଷ୍ପତ୍ତି ନେବେ । ଶରୀର ସୁସ୍ଥ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

କର୍କଟ: ଆଜି ଆପଣଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଓ ଚିତ୍ତାକର୍ଷକ ଦିନ ରହିବ । ଆପଣ ଆପଣଙ୍କ ବରିଷ୍ଠ ଅଧିକାରୀମାନଙ୍କ ଠାରୁ ଶିଖିବେ ଓ ସମ୍ମାନ ପାଇବେ । ସହକର୍ମୀ ଓ ଭାଇଭଉଣୀମାନେ ଆପଣଙ୍କୁ ସାହାଯ୍ୟର ହାତ ବଢାଇବେ । କୋର୍ଟ ସମ୍ୱନ୍ଧୀୟ ମାମଲାରେ ଆଜି ଆପଣଙ୍କ ବିଜୟ ହାସଲ କରିବେ ଏବଂ ସମସ୍ତ ସମସ୍ୟାର ସମାଧାନ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

ସିଂହ: ଆଜି ଆପଣଙ୍କ ଭିତରେ ଥିବା ବେପାରୀ ରୂପ ବାହାରକୁ ଆସିବ । ଲାଭଦାୟକ ସ୍ଥାନ ଦେଖିବାର ଆପଣଙ୍କ ଅଭିଜ୍ଞତା ଦ୍ଵାରା ଆପଣ ତୁରନ୍ତ ସୁଯୋଗ ଗୁଡିକ ଚିହ୍ନଟ କରିପାରିବେ ଓ ଶସ୍ତାରେ ଜିନିଷ ଗୁଡିକ କିଣି ଅଧିକ ଦରରେ ବିକ୍ରି କରି ଭଲ ଲାଭ ପାଇପାରିବେ । କୌଣସି ସମସ୍ୟାକୁ ଧୈର୍ଯ୍ୟ ଏବଂ ଦୂରଦୃଷ୍ଟିର ସହ ସମାଧାନ କରିବେ । ଧର୍ମକାର୍ଯ୍ୟ ପାଇଁ ଦାନ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

କନ୍ୟା: ଆଜିର ଏହି ମହତ୍ୱପୂର୍ଣ୍ଣ ଦିନର ଯଥା ସମ୍ଭବ ଲାଭ ନିଅନ୍ତୁ । ଆପଣଙ୍କ ବ୍ୟବସାୟିକ ସହଯୋଗୀଙ୍କ ଠାରୁ ଆପଣ ଲାଭ ପାଇପାରନ୍ତି । ଆଉ ମଧ୍ୟ ଆପଣ ନିଜର କାର୍ଯ୍ୟ ସଫଳ ଭାବରେ ସମାପ୍ତ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦ ଅନୁଭବ କରିପାରନ୍ତି, ସନ୍ଧ୍ୟାରେ ବନ୍ଧୁବର୍ଗ ଏବଂ ପରିବାର ସହିତ ଉତ୍ସବ ମଧ୍ୟ ପାଳନ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

ତୁଳା: ଆପଣଙ୍କ ପରିବାର ପାଇଁ ଥିବା ଆପଣଙ୍କ ଚିନ୍ତା ସର୍ବୋପରି ରହିବ । ଆଜି ଆପଣ ନେଇଥିବା ଦାୟିତ୍ଵ ଗୁଡିକ ପୂରଣ କରିବେ । ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଲୋକ ଏବଂ ନିଜର ପୁରୁଣା ବନ୍ଧୁ ମାନଙ୍କ ସହ ମିଶିବେ । ଏହା ଆପଣଙ୍କୁ ତ୍ୱରାନ୍ୱିତ କରିବ, ପୁନଃ ଶକ୍ତିଶାଳୀ କରିବ ଏବଂ ଖୁସି କରିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଯଦି ନିଜ ଜିଦରେ ଅଟଳ ରହିବେ, ଆପଣ ଲକ୍ଷ୍ୟଚ୍ୟୁତ ହୋଇପାରନ୍ତି । ମନର ଭାବ ପ୍ରବଣତାକୁ କମ୍‌ କରନ୍ତୁ, ନ ହେଲେ ଆପଣ ବ୍ୟାକୁଳତା ଏବଂ ମାନସିକ ଅସ୍ଥିରତାର ଶିକାର ହେବାର ସମ୍ଭାବନା ରହିଛି । ସନ୍ଧ୍ୟା ସମୟରେ ମାନସିକ ବ୍ୟାୟାମ ବଦଳରେ ଆପଣ ବନ୍ଧୁ ଓ ପରିବାର ସହ ମଉଜ ମଜଲିସରେ ସମୟ କାଟିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଏକ କଷ୍ଟଦାୟକ ଦିନ ହେବ । ଘରେ ପାଟିତୁଣ୍ଡରେ ବିବ୍ରତ ରହିବ । ନିଜେ ଠିକରେ କଥାବାର୍ତ୍ତା କରନ୍ତୁ । ରାଗରୁଷା ଠାରୁ ନିବୃତ ରୁହନ୍ତୁ । ସାବଧାନ ଆଜି ଦୁର୍ଘଟଣା ଘଟିପାରେ । ଶାରୀରିକ ସମସ୍ୟା ଦେଖାଦେବ ଓ ଖର୍ଚ୍ଚ ବଢିବ । ପିଲାଛୁଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କର ବ୍ୟସ୍ତତାର କାରଣ ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ଆପଣଙ୍କ ଅନ୍ତର୍ଜ୍ଞାନ ବହୁତ ଭଲ ରହିବ, ଯାହା ଦ୍ଵାରା ଆପଣ ସମ୍ମାନ ଓ ମାନ୍ୟତା ପାଇବେ । ଆପଣ ବନ୍ଧୁ, ଭାଇ ଭଉଣୀମାନଙ୍କ ସହ ଏକାଠି ସମୟ ବିତାଇବେ ଏବଂ ସମସ୍ତେ ଆପଣ ଭ୍ରମଣରେ ଯାଇପାରନ୍ତି । ଯାହା ଫଳରେ ଆପଣଙ୍କ ସାନ ଭାଇ ଭଉଣୀମାନଙ୍କୁ ନିକଟତର କରିପାରିବେ ଏବଂ ଆପଣଙ୍କ ସମ୍ପର୍କ ଦୃଢ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ବିଶେଷକରି ଜ୍ୟୋତିର୍ବିଦ, ଚିକିତ୍ସକ, ଆଧ୍ୟାତ୍ମିକ ମାର୍ଗଦର୍ଶନ ଓ ଗୁରୁମାନଙ୍କ ପାଇଁ ଏକ ଶୁଭ ଦିନ । ଆଜି ଆପଣଙ୍କୁ ଚ୍ୟାଲେଞ୍ଜ କରିବା ପୂର୍ବରୁ ଜଣେ ଦୁଇ ଥର ଭାବିବେ । ଆଜି ଆପଣ ନିଜ ସୀମିତ କ୍ଷେତ୍ରରୁ ବାହାରି ନୂଆ ପଥ ଗ୍ରହଣ କରିବେ । ଆପଣଙ୍କ ବ୍ୟକ୍ତିଗତ ଜୀବନର ଜୀବନ୍ତ ପାର୍ଶ୍ଵକୁ ଆଗକୁ ଆଣନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜି ଆପଣ ଏପରିକି ଏକ ନୂଆ କ୍ଷେତ୍ରକୁ ପ୍ରବେଶ କରିପାରନ୍ତି ଏବଂ ଆପଣଙ୍କ ପାଖରେ ଥିବା ଏକ ସୁନ୍ଦର କଳ୍ପନାତ୍ମକ ସୃଷ୍ଟି ପାଇଁ ପ୍ରଶଂସିତ ହେବେ । ଛାତ୍ର ଏବଂ ସେମାନଙ୍କର ଶିକ୍ଷା ପାଇଁ ଏକ ଉତ୍କୃଷ୍ଟ ସମୟ ଅଟେ । ଆପଣ ସମ୍ପର୍କ କ୍ଷେତ୍ରରେ ଖୁସି ପାଇବେ କାରଣ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କିଛି ସାଧାରଣ କଥା ଜଣାପଡିବ ଓ ଉଭୟଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଉଭୟ ଗ୍ରହଣ କରି ବୈବାହିକ ଜୀବନୀ ସୁଖମୟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.