ETV Bharat / bharat

ଜୁଲାଇ ୨୮ ରବିବାର ରାଶିଫଳ: ଏହି ରାଶିଙ୍କ ଭାଗ୍ୟରେ ରାଜଯୋଗ, ହେବ ଲାଭ ହିଁ ଲାଭ - DAILY ODIA HOROSCOPE OF 28 JULY

author img

By ETV Bharat Odisha Team

Published : Jul 28, 2024, 12:04 AM IST

Updated : Jul 28, 2024, 11:04 AM IST

Today Rashifal Horoscope 28 July: ଆଜି ଆପଣଙ୍କ ଦିନ କେମିତି କଟିବ ? ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ରରେ କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସାବଧାନ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜୁଲାଇ ୨୮ ରବିବାର ରାଶିଫଳ: ଏହି ରାଶିଙ୍କ ଭାଗ୍ୟରେ ରାଜଯୋଗ, ହେବ ଲାଭ ହିଁ ଲାଭ
ଜୁଲାଇ ୨୮ ରବିବାର ରାଶିଫଳ: ଏହି ରାଶିଙ୍କ ଭାଗ୍ୟରେ ରାଜଯୋଗ, ହେବ ଲାଭ ହିଁ ଲାଭ (ETV Bharat Odisha)

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ପ୍ରତ୍ୟେକ କ୍ଷେତ୍ରରୁ ଲାଭ ମିଳିବ । ସାଧାରଣତଃ ମାନସିକ ଏବଂ ଶାରୀରିକ ସୁସ୍ଥତା ରହିବ । ନିଜର କାର୍ଯ୍ୟ ସିଦ୍ଧି ହାସଲ କରିବେ । ଈଶ୍ବରଙ୍କ କୃପା ଆପଣଙ୍କ ଉପରେ ରହିବ ଏବଂ ଦିନଟି ସୁଖରେ ନିଜ ଲୋକମାନଙ୍କ ସହ କଟିବ । ବନ୍ଧୁ ବାନ୍ଧବଙ୍କ ଆଗମନରେ ଦିନଟି ଆନନ୍ଦରେ ଅତିବାହିତ ହେବ । ସାହସୀ ଓ ଜ୍ଞାନୀ ହେବେ । ସ୍ବାଭିମାନୀ ହେବେ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷାରେ ମନ ନିବେଷ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ବୃଷ: କୌଣସି ସମାସ୍ୟା ଆପଣଙ୍କର ମନକୁ ବିଚଳିତ କରିପାରେ । ସେଥିପାଇଁ ଆପଣ ସିଦ୍ଧାନ୍ତ ନେବା ପାଇଁ ଦୋଳାୟମାନ ଅବସ୍ଥାରେ ଗତି କରିପାରନ୍ତି । ପାରିବାରିକ ଅଶାନ୍ତି ଯୋଗୁଁ ଚିନ୍ତାଗ୍ରସ୍ତ ରହିପାରନ୍ତି । ଯାହାକି ଆପଣ କାହା ଆଗରେ ପ୍ରକାଶ କରିପାରିବେ ନାହିଁ । ମାନସିକ ଶାନ୍ତି ଓ ସମ୍ମାନରେ ବାଧା ଆସିପାରେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଧୈର୍ଯ୍ୟ ଓ ସାହସ ହରାଇପାରନ୍ତି । ଧୀର ସ୍ଥିର ଭାବେ ଚିନ୍ତା କରି ସମସ୍ତ କାର୍ଯ୍ୟର ସମଧାନ କରନ୍ତୁ । କର୍ମରେ ଆଗେଇବାରେ ଇଚ୍ଛା ଥିଲେ ବି ଆଗେଇ ନପାରନ୍ତି । ବିଦ୍ୟାର୍ଥୀ ପାଠପଢ଼ା ପ୍ରତି ଅନାଗ୍ରହ ପ୍ରକାଶ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ମିଥୁନ: ଆଜି ପ୍ରଚୁର ଅର୍ଥ ସମାଗମର ସୁଯୋଗ ଅଛି । ଅବିବାହିତମାନେ ନିଜର ଜୀବନସାଥି ପାଇବାର ସମ୍ଭାବନା ଅଛି । ଶନିଦେବଙ୍କ କୃରାପାରୁ ଅର୍ଥ ଅର୍ଜନ ସହ ସାଙ୍ଗମାନଙ୍କ ସହିତ ମୌଜ ମଜଲିସ ହେବ ଏବଂ ସେମାନଙ୍କ ଦ୍ୱାରା ଆପଣଙ୍କୁ ସାହାଯ୍ୟ ମିଳିବ । ଆପଣ ନିଜ ସ୍ତ୍ରୀ/ସ୍ୱାମୀ ତଥା ପିଲାମାନଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇବେ | ମହିଳାମାନେ କର୍ମଚଞ୍ଚଳ ହେବେ । ନିଜ ପିଲାଙ୍କଠାରୁ ସୁସମ୍ୱାଦ ମିଳିବ । ନିଜ କାମରୁ ଶୁଭ ଫଳ, ସମସ୍ତ ଦିଗରୁ ଶୁଭ ଖବର ମିଳିବ । ନିଜର ଅନ୍ତରଙ୍ଗ ସାଙ୍ଗମାନେ ଆପଣଙ୍କର ଦିନଟି ଆହୁରି ଭଲ ବନେଇବାରେ ସାହଯ୍ୟ କରିବେ । ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷୀରେ କୃତକାର୍ଯ୍ୟ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

କର୍କଟ: ଆଜି ଦିନଟିରେ ମନ ଭଲ ରହିବ। ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ରହିବେ। ଉପରସ୍ଥ କର୍ମଚାରୀମାନେ ଖୁସି ରହିବେ। ପଦୋନ୍ନତି ହେବାର ଆଶା ଅଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ । ନିଜ ପରିବାର ବର୍ଗଙ୍କ ସହ ମଧ୍ୟ ଖୋଲା ଖୋଲି ଭାବରେ କିଛି ଆଲୋଚନା କରିବେ । ଘର ସାଜସଜ୍ଜାରେ ମନ ନିବେଶ କରିବେ। ଅଫିସ୍‍ କାମରେ ଦୂର ଯାତ୍ରା କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସରକାରୀ ସ୍ତରରୁ ସୁବିଧା ମିଳିପାରେ। ଦିନ ସାରା ଆପଣ ମାନସିକ ଓ ଶାରୀରିକ ଭାବରେ ସୁସ୍ଥ ରହିବେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିଦିନ ଅତ୍ୟନ୍ତ ଭଲ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

ସିଂହ: ଆଜି ଆପଣଙ୍କର ଦିନଟି ମଧ୍ୟମ ଫଳ ଦେବ। ଆପଣ ଚେଷ୍ଟା କରି ଆପଣଙ୍କ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୂର ଯାତ୍ରା ପାଇଁ ଯୋଜନା କରିପାରନ୍ତି। କୌଣସି କାରଣରୁ କେହି ନିଜ ଲୋକଙ୍କ ଉପରେ ରାଗି ପାରନ୍ତି । ବିଦେଶୀ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ପିଲାଙ୍କ ଠାରୁ ସୁଖବର ପାଇବେ । ମାନସିକ ଚିନ୍ତା ଲାଗି ରହିବ। ପିଲାଙ୍କ ପାଇଁ ଚିନ୍ତା ବଢିବ। ବ୍ୟବସାୟୀମାନେ ବାଧାର ସମ୍ମୁଖିନ ହୋଇପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ମିଶ୍ରିତ ଫଳ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଖୁବ ଭଲ ରହିବ । ଶରୀରର ଯତ୍ନ ନିଅନ୍ତୁ । ବାସି ଖାଦ୍ୟ ତଥା ରେଷ୍ଟୁରାଣ୍ଟର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ। ନିଜର କଥାବାର୍ତ୍ତା ପ୍ରତି ଯତ୍ନବାନ ହୁଅନ୍ତୁ । ନିଜ ପରିବାର ବର୍ଗଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପାଣି, ନଦୀ, ପୋଖରୀ ଠାରୁ ଦୂରେଇ ରୁହନ୍ତୁ । ଅଯଥା ଖର୍ଚ୍ଚାନ୍ତ ହେବେ। ଅସାମାଜିକ କାର୍ଯ୍ୟରୁ ନିବୃତ ରୁହନ୍ତୁ । ପଡ଼ୋଶୀଙ୍କ ସହ ମନମାଳିନ୍ୟ ହୋଇପାରେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଭଲରେ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

ତୁଳା: ଆଜି ଆପଣଙ୍କ ଦିନଟି ଖୁସିରେ କଟିବ । ଶନିଦେବଙ୍କ କୃପାରୁ ଆଜି ମାନସମ୍ମାନ ପାଇବେ । ବିଭିନ୍ନ ଲୋକଙ୍କ ଗହଣରେ ରହିବେ ଏବଂ ସେମାନଙ୍କର ସାନିଧ୍ୟରେ ପ୍ରସନ୍ନ ରହିବେ । ସାଙ୍ଗ ସାଥିଙ୍କ ମେଳରେ ଯାତ୍ରା ଶୁଭ ରହିବ। ମୁଲ୍ୟବାନ ଜୀନିଷ କିଣାକିଣି କରିବେ। ଶାରୀରିକ ତଥା ମାନସିକ ଶାନ୍ତି ମିଳିବ । ସାମାଜିକ ପ୍ରତିଷ୍ଠା ମିଳିବ। ଜୀବନ ସାଥି ସହ ସମ୍ୱନ୍ଧ ଅତି ଭଲ ରହିବ । ଆଜି ଜୀବନସାଥିଙ୍କ ସହ ଦୂର ଯାତ୍ରାର ଯୋଜନା କରିବେ। ବିଦ୍ୟାର୍ଥୀ ପାଠ ପଢ଼ାରେ ଉନ୍ନତି କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ବିଛା: ଆଜି ଦିନଟି ଅତ୍ୟନ୍ତ ଖୁସିରେ କାଟିବେ । ନିଜର ପରିବାରର ସଦସ୍ୟଙ୍କ ମେଳରେ ମଉଜ ମଜଲିସ କରିବେ। ନିଜ ପିତୃପକ୍ଷ ଲୋକଙ୍କଠାରୁ କିଛି ଶୁଭ ସମ୍ୱାଦ ପାଇ ମନ ଉତଫୁଲିତ ହେବ । ଆପଣଙ୍କ ସହକର୍ମୀମାନେ ଆପଣଙ୍କୁ ସହଯୋଗ କରିବେ। ଅସଂପୁର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସମାପ୍ତ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଛଳ ରହିବ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷାରେ ମନ ନିବେଷ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ଧନୁ : ଆପଣଙ୍କ ପାଇଁ ଆଜିର ଦିନଟି ଏକ ଶୁଭଦିନ ହେବ । ମାନସିକ ଏବଂ ଶାରୀରିକ ଭାବେ ଆପଣ ଉତ୍ସାହିତ ରହିବେ। ଅନିଚ୍ଛାକୃତ ଘଟଣାମାନ ଆପଣଙ୍କର ପରିବାର ସଦସ୍ୟ ଦ୍ୱାରା ସମ୍ମିଳିତ ହେବ । ଯାହା ଆପଣଙ୍କୁ ଚିନ୍ତାରେ ପକାଇବ । ଅନିଦ୍ରା ଆପଣଙ୍କୁ କଷ୍ଟ ଦେଇପାରେ । ପାଣି ଏବଂ ମହିଳାଙ୍କ ସହିତ ବ୍ୟବହାର ସାବଧାନତା ସହକାରେ କରନ୍ତୁ । ଆପଣଙ୍କର ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି । କିଛି ଘଟଣା ଆପଣଙ୍କର ସମ୍ମାନ ହାନି ଘଟାଇବାର ସମ୍ଭାବନା ଅଛି । ମାତ୍ର ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଭଲ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ମକର: ଆଜିର ଦିନଟି ଆପଣ ଆଳସ୍ୟ ଏବଂ ଥକ୍କାପଣ ଅନୁଭବ କରିବେ । ଏହି ଦିନଟିରେ ଛୋଟ ଛୋଟ ସମସ୍ୟା ଏବଂ ଅସୁବିଧା ଦେଖାଦେବ । ଯାହାକି ଆପଣ ଆଗକୁ ବଢିବା ପାଇଁ କଠିନ ହେବ । ଏପରି ଆପଣ ନିଜ ଭିତରେ ଏକାଗ୍ରତା ରଖିପାରିବେ ନାହିଁ । ଆପଣଙ୍କ ଚାରିପାଖରେ ଥିବା ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ମନା କରିଦେବେ । ଆଜି ଦିନରେ ଆପଣଙ୍କୁ ଅନେକ ବିଷୟରେ ସତର୍କତା ରହିବାର ଅଛି । ନିଜ କଥା ଉପରେ ସଞ୍ଜମତା ରଖନ୍ତୁ । ସମ୍ମାନ ହାନୀ ହୋଇପାରେ । ବିଦ୍ୟାର୍ଥୀ ପାଠପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିନପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

କୁମ୍ଭ: ଗତ କିଛି ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ । ଦିନଟି ସବୁଠାରୁ ଆପଣଙ୍କ ପାଇଁ ମଜାଦାର ହୋଇପାରେ । ଆପଣ ଖୁସି, ଆନନ୍ଦ ଏବଂ ସମାଜ ଜୀବନ ଅନୁଭବ କରିବେ । ପରିବାର ସହ ମଉଜ ମଜଲିସରେ ଦିନ କାଟିବେ । ବ୍ୟବସାୟରେ ଲାଭ ହେବ । ରାଜନୀତିରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ । ବିଦ୍ୟାର୍ଥୀ ପାଠପ୍ରତି ଆଗ୍ରହି ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

ମୀନ: ନିଜର ଅକପଟ ଚରିତ୍ର ଏବଂ ମିଠା କଥାରେ ସମସ୍ତଙ୍କ ମନ ମୋହିନେବେ । ପରିବାର ସହ ସମୟ ଅତିବାହିତ କରିବେ । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ମାଆ ଲକ୍ଷ୍ମୀଙ୍କ କରୁଣାରୁ ଧନ ରତ୍ନ ଐଶ୍ଚର୍ଯ୍ୟ ପୂର୍ଣ୍ଣ ହେବ । ଆପଣଙ୍କର ଭଲ ଗୁଣ ପାଇଁ ସମ୍ମାନିତ ହେବେ । ଅର୍ଥ କାରବାର ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ରହିବ । ଦିନଟିକୁ ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ସୁଖରେ କଟିବ । ବିଦ୍ୟାର୍ଥୀ ଉନ୍ନତି କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

Last Updated : Jul 28, 2024, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.