ETV Bharat / bharat

Cancer survivors walk on ramp to support underprivileged children in Bhubaneswar

A unique fashion show was organised to support a noble cause for school drop-outs who want to continue their studies in Odisha's Bhubaneswar on November 15. The ramp walk was dedicated to cancer survivors who have fought with the illness with zeal.

Cancer survivors
author img

By

Published : Nov 17, 2019, 7:49 PM IST

Updated : Nov 18, 2019, 7:56 AM IST

Bhubaneswar: The fourth edition of 'Kiah Fashion Show' was organised to support a noble cause for underprivileged children in Odisha's Bhubaneswar on November 15.

The show was hosted to raise funds for Parichay’s flagship ‘Alaknanda scholarship programme’ for school drop-outs who want to continue their studies.

Cancer survivors walk on ramp to support underprivileged children in Bhubaneswar

The ramp walk was dedicated to cancer survivors who have fought the illness with zeal.

Some of the ‘models’, including Ranjana Agarwal, Swagatika Acharya, Dr JM Rao, Rajeshwari Bhuyan, Bishnu Priya Sahoo, Bhawani Oani, PK Tripathy and Bijoylaxmi Kar, shared their personal stories of fighting and finally defeating cancer.

Founder of Parichay Foundation, Rosalin Patsani Mishra said, “I want to thank everyone who has helped to make this programme such a big success, particularly those who walked the ramp. This entire event is very close to my heart because, through this, we raise funds for the education of drop-out girl students who want to study.”

“We have already adopted and trained two batches of over 60 students and made them appear for their matriculation exams under NIOS. I am happy to share that the results are very encouraging. We want to ensure that these girls complete their education and also get good placements in the future with our help,” she added.

Also read: Bill Gates explains what India needs for quality healthcare system

Intro:କ୍ୟାନ୍ସର ପିଡିତା ଙ୍କ ଅକୁହା କାହାଣୀ, ଦୃଢ ମନବଳ ଦେଇଥାଏ ନୂଆ ଜୀବନ।

କ୍ୟାନ୍ସର ନାମ ଶୁଣିଲେ ମନ ରେ ଏକ ପ୍ରକାର ଭୟ ରହିଯାଇଥାଏ। ଯାହାକୁ ନାଶ କରିବା ପାଇଁ ଅନେକ ସମୟ ଲାଗିଥାଏ। କିନ୍ତୁ ମଣିଷର ମନବଲ ଆଗରେ କ୍ୟାନ୍ସର ରୋଗ ହାର ମାନିଥାଏ। କ୍ୟାନ୍ସର ରୋଗ ଉପରେ ବିଜୟ ଲାଭ କରିଛନ୍ତି ଅନେକ । କ୍ୟାନ୍ସର ରୋଗରେ ପୀଡିତ ଅନେକଙ୍କ ଦୃଢ଼ ମନବଲ ଓ ପରିବାର ଙ୍କ ସମ୍ପୂର୍ଣ ସହଯୋଗ ଦେଇଥାଏ ଏକ ନୂଆ ଜୀବନ।

Body:

କ୍ୟାନ୍ସର ଏକ ରୋଗ ଯାହା ଜୀବନର ଗତିପଥ ବଦଳାଇ ଦେଇଥାଏ। ସୃଷ୍ଟି କରିଥାଏ ମଧ୍ୟ ସମ୍ପର୍କ ରେ ଫାଟ। ଯାହା ପରିବାର ର ସଦସ୍ୟ ଙ୍କ ସମ୍ପୂର୍ଣ୍ଣ ଭାବରେ ସହଯୋଗ। ଜୀବନର ପ୍ରତିଟି ମୁହୁର୍ତ୍ତ ରେ ଆନନ୍ଦ କ୍ୟାନ୍ସର ଭଳି ରୋଗ କୁ ପ୍ରତିହତ କରି ଉଦାହରଣ ସାଜିଛନ୍ତି କ୍ୟାନ୍ସର ପୀଡ଼ିତ ମଡେଲ। ଯାହା ରାମ୍ପ ରେ ଚାଲିବା ସହ ଜୀବନର ପ୍ରତିଟି ମୁହୂତ୍ରର ରେ ଘଟିଥିବା ଘଟଣା ବର୍ଣନା କରିଛନ୍ତି। ଯାହା ଜୀବନ ରେ ଏକ ନୂଆ ଜୀବନ ନେଇ ଆଶା ଆଲୋକର ସହ ବଂଚିବା ଶିଖିଛନ୍ତି। ଏବଂ ଅନ୍ୟ କୁ ମଧ୍ୟ କ୍ୟାନ୍ସର ଠାରୁ ବିଜୟ ହୋଇ ସମାଜରେ ଚାଲିବାକୁ କହିଛନ୍ତି।

ରାଜେଶ୍ୱରୀ ମହାପାତ୍ର ଜଣେ କ୍ୟାନ୍ସର ପିଡିତା। ଘର ଭୁବନେଶ୍ୱର। ଗୀତ ସାଙ୍ଗକୁ ଆକ୍ଟିଙ୍ଗ ସବୁଥରେ ପାରଙ୍ଗମ। ଓଡ଼ିଆ ଟିଭି କଳାକାର ଭାବରେ ଅନେକ ସ୍ୱପ୍ନ ଦେଖିଥିଲେ ରାଜେଶ୍ୱରୀ। ବିବାହର କେଇ ଦିନ ପରେ କ୍ୟାନ୍ସର ରୋଗରେ ପୀଡିତ ହେଲେ ରାଜେଶ୍ୱରୀ। ଦେଖିବାକୁ ଗଲେ ରାଜେଶ୍ୱରୀ କେବେ ହେଲେ ହାର ମଣିନାହାନ୍ତି । କ୍ୟାନ୍ସର ରୋଗରେ ପୀଡିତ ଶୁଣିଲା ପରେ ଭାଙ୍ଗି ନ ପଡି ଜୀବନକୁ କେଇ ଦିନ ପର୍ଯ୍ୟନ୍ତ ଉତ୍ସର୍ଗ କରିଛନ୍ତି।ନିଜ ଦେହରେ କ୍ୟାନ୍ସର ରୋଗ ହୋଇଛି ବୋଲି କେବେ ମଧ୍ୟ ଭାବିନାହାନ୍ତି। ଯାହା ଆଜି ପର୍ଯ୍ୟନ୍ତ ଆସିଛନ୍ତି। ସେ କହିଛନ୍ତି ଯେ ଯଦି ନିଜେ ଭାଙ୍ଗିଯିବ ତେବେ ପରିବାର ସଦସ୍ୟ ମଧ୍ୟ ଭାଙ୍ଗିଯିବେ। ତେବେ କେବେହେଲେ କ୍ୟାନ୍ସର ହୋଇଛି ବୋଲି ନଭାବି ଆଉ ଗୋଟେ ଦିନ କିଭଳି ଭାବରେ ବଞ୍ଚିବି ସେନେଇ ଆଶା କରିବା ଉଚିତ।

ସ୍ୱାଗତିକା ଆଚାର୍ଯ୍ୟ ବି ଜଣେ କ୍ୟାନ୍ସର ପିଡିତା। ଘର କଟକ। ସ୍ୱାଗତିକା ହେଉଛନ୍ତି ଜଣେ ଆଇନ ଛାତ୍ରୀ। ଯେତେବେଳେ ୯ ବର୍ଷ ହୋଇଥିଲା ସେହି ସମୟରୁ କ୍ୟାନ୍ସର ରେ ପିଡିତ ହୋଇଛନ୍ତି। ପ୍ରାୟ ୧୦ ବର୍ଷ ପରେ ଅର୍ଥାତ ୧୯ ବର୍ଷ ବୟସରେ ଜାଣିବାକୁ ପାଇଥିଲେ ଯେ ନିଜ ଦେହରେ କ୍ୟାନ୍ସର ହୋଇଛି। କିନ୍ତୁ ଗୋଟେ ଝିଅ କୁ ନେଇ ପରିବାର ବର୍ଗ ସ୍ୱପ୍ନ ଦେଖୁଥିବା ବେଳେ ସ୍ୱାଗତିକା କିନ୍ତୁ ଦୃଢ଼ ମନ ରେ କ୍ୟାନ୍ସର ଏକ ଛୋଟ ରୋଗ ବୋଲି କହି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି। ସ୍ୱାଗତିକା କୁହନ୍ତି ଯେ କ୍ୟାନ୍ସର ଜଷ୍ଟ ଏ ଡିଜିଜ । କେବେ ହେଲେ କ୍ୟାନ୍ସର ଜିତିପରିବନି , ଯାହା ଆଜି ମୁ କ୍ୟାନ୍ସରକୁ ଜିତି ଠିଆ ହୋଇଛି ବୋଲି ଦୃଢ଼ ମନବଲ ରହିଛି ବୋଲି କହିଛନ୍ତି ସ୍ୱାଗତିକା।

ଶ୍ରୀନିବାସ ରାଓ ହେଉଛନ୍ତି ଵିଷ୍ଣୁପ୍ରିୟ ସାହୁ ଙ୍କ ସ୍ୱାମୀ। ବିବାହର କେଇ ମାସ ପରେ ଵିଷ୍ଣୁପ୍ରିୟା କ୍ୟାନ୍ସର ରେ ପୀଡିତ ହୋଇଛନ୍ତି। ଯାହା ଵିଷ୍ଣୁପ୍ରିୟ ଡର ଭୟ ରେ ଜୀବନ ଯାପନ ମଧ୍ୟ କରିଛନ୍ତି। କିନ୍ତୁ ପରିବାର ସଦସ୍ୟଙ୍କ ଭଲପାଇବା ଫଳରେ ଆଜି ପର୍ଯ୍ୟନ୍ତ ବଂଚିକି ରହିଛନ୍ତି । ଏପରିକି ଅନ୍ୟ କ୍ୟାନ୍ସର ପିଡିତାଙ୍କୁ ମଧ୍ୟ କହିଛନ୍ତି ଯେ ସବୁବେଳେ କ୍ୟାନ୍ସରକୁ ଡରି ଜୀବନ ଯାପନ ନ କରି ବଂଚିବା ଶିଖିବାକୁ କହିଛଂନ୍ତି। ଏହି ରୋଗରେ ବଂଚିବା ପାଇଁ କେବଳ ପରିବାର ଲୋକଙ୍କ ସପୋର୍ଟ ରହିବା ଆବଶ୍ୟକ ବୋଲି ଶ୍ରୀନିବାସ ରାଓ କହିଛନ୍ତି।

ପରିଚୟ ଫାଉଣ୍ଡେସନ ପକ୍ଷରୁ ମେ ଫେୟାର ଲାଗୁନ ଠାରେ କାୟା ଫାସନ ସୋ ର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଛି। କ୍ୟାନ୍ସର ରୋଗକୁ ବାଧକ ଦେଇ ଆଗକୁ ବଢିଥିବା କ୍ୟାନ୍ସର ପିଡିତା ହେଉଛନ୍ତି ରଂଜାନା ଅଗ୍ରୱାଲ, ସ୍ୱାଗତିକା ଆଚାର୍ଯ୍ୟ, ଡ଼ଃ ଯେ ଏମ ରାଓ, ରାଜେଶ୍ୱରୀ ମହାପାତ୍ର, ଵିଷ୍ଣୁପ୍ରିୟ ସାହୁ, ଭବାନୀ ଓନି ଏବଂ ବିଜୟଲକ୍ଷ୍ମୀ କର ଆଦି କାୟା ଫାସନ ସୋ ରେ ଭାଗ ନେଇଥିବା ବେଳେ ପୂର୍ବତନ ସାଂସଦ ପ୍ରସନ୍ନ ପଟଶାଣୀ ଓ ସିଦ୍ଧାନ୍ତ ମହାପାତ୍ର ସହ ଅନୁ ଚୌଧୁରୀ ଆଦି ଅଂଶଗ୍ରହଣ କରିଛନ୍ତି।

Odia byte

Byte- ରୋଜାଲିନି ପଟଶାଣୀ, ପରିଚୟ ଫାଉଣ୍ଡେସନର ମୁଖ୍ୟ।
Byte- ବିଷ୍ଣୁପ୍ରିୟା ସାହୁ,
Byte- ସ୍ୱାଗତିକା ଆଚାର୍ଯ୍ୟ।
Byte- ଶ୍ରୀନିବାସ ରାଓ।

Hindi byte
Byte- ରୋଜାଲିନି ପାଟଶାଣୀ, ପରିଚୟ ଫାଉଣ୍ଡେସନର ମୁଖ୍ୟ।
Byte- ବିଜୟଲକ୍ଷ୍ମୀ କର,
Byte- ରାଜଶ୍ରୀ ମହାପାତ୍ର
Byte- ବିଷ୍ଣୁପ୍ରିୟା ସାହୁ
Byte- ଶ୍ରୀନିବାସ ରାଓ।

Conclusion:
Last Updated : Nov 18, 2019, 7:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.