ଓଡିଶା

odisha

By

Published : Jul 2, 2022, 9:49 PM IST

ETV Bharat / videos

Watch Video: ଫାର୍ମରୁ ୧୦୦ କେଜିର ଅଜଗର ଉଦ୍ଧାର

ବେଙ୍ଗାଲୁରୁ: ତାଲୁକରର ଚାମରାଜନଗରର ଜ୍ୟୋତି ଗୋଦପୁର ବେଲାୱାଟା ଫାର୍ମରେ ଏକ ଅଜଗର ଦେଖିବାକୁ ମିଳିଛି । ଯାହାର ଓଜନ ରହିଛି ଶହେ କେଜି । ତେବେ ଗୋଦପୁର ବେଲାୱାଟା ଫାର୍ମରେ ଆଜି ପଶି ଆସି ଭୟଙ୍କର ଗର୍ଜନ କରୁଥିଲା । ଏହାପରେ ଫାର୍ମର ଲୋକେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ସେଠାରେ ପହଞ୍ଚି ଏହି ଶହେ କେଜିର ଅଜଗରକୁ ଉଦ୍ଧାର କରିଥିଲା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details