ଓଡିଶା

odisha

ETV Bharat / videos

ରେଳ ଫାଟକ ପାର୍ ହେଉଥିଲେ ରିକ୍ସା ଚାଳକ, ମାଡି ଆସିଲା ଟ୍ରେନ - narrow escape Rickshaw puller

By

Published : Sep 11, 2022, 9:13 AM IST

ଲକ୍ଷ୍ନୌ: ନିୟମକୁ ବେଖାତିର କରି ବିପଦଜ୍ଜନକ ଭାବେ ରେଳ ଫାଟକ ପାର୍ ହେଉଥିଲେ ରିକ୍ସା ଚାଳକ । ଏତିକି ବେଳେ ହଠାତ୍ ମାଡି ଆସିଲା ଟ୍ରେନ । ରିକ୍ସା ଛାଡି ଚାଲିଯିବା ଯୋଗୁଁ ଅଳ୍ପକେ ରିକ୍ସା ଚାଳକଙ୍କ ଜୀବନ ବଞ୍ଚିଗଲା । କିନ୍ତୁ ଟ୍ରେନ ଧକ୍କାରେ ରିକ୍ସାଟି ପୁରା ଚୁରମାର୍ ହୋଇଗଲା । ସିଟିଟିଭିରେ କଏଦ ହୋଇଥିବା ଏହି ଛାତିଥରା ଦୃଶ୍ୟ ଉତ୍ତରପ୍ରଦେଶ ଅଲ୍ଲୀଗଡ ଅଞ୍ଚଳରୁ ସାମ୍ନାକୁ ଆସିଛି । ପୋଲିସ ସମ୍ପୃକ୍ତ ରିକ୍ସା ଚାଳକୁ ଗିରଫ କରି ଜେଲ୍ ପଠାଇଛି । ଦେଖନ୍ତୁ ଦୁର୍ଘଟଣା ସମୟର ଏହି ଦୃଶ୍ୟ

ABOUT THE AUTHOR

...view details