ଓଡିଶା

odisha

ETV Bharat / videos

ଦୁଇଟି କାଠ ସାଜିଛି ନଦୀ ପାର ହେବାର ମାଧ୍ୟମ, ଦେଖନ୍ତୁ ଭିଡିଓ...

By

Published : Aug 10, 2020, 10:04 PM IST

ଡେରାଡୁନ: ଦୁଇଟି କାଠ ମାଧ୍ୟମରେ ଲୋକେ ପାର ହେଉଛନ୍ତି ନଦୀ । ଉତ୍ତରାଖଣ୍ଡର ପୁରୋଲା ଜିଲ୍ଲାର ମୋରି ବ୍ଲକର ହାର୍କିଡୁନ୍ ଉପତ୍ୟକାର ଚାରିଟି ଗାଁକୁ ଉତ୍କର୍ଷି ନଦୀରେ ପ୍ରବଳ ପାଣି ଯୋଗୁଁ ଏକ କାଠ ସେତୁ ମାଧ୍ୟମରେ ଲୋକେ ଜୀବନକୁ ବାଜି ଲଗାଇ ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଏହି ଅଞ୍ଚଳର ପ୍ରାୟ ଚାରଟି ଗ୍ରାମର ଲୋକେ ଏହି ନଦୀ ଉପରେ ନିର୍ଭରଶୀଳ । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details