ଓଡିଶା

odisha

ETV Bharat / videos

ବାଲୁକା କଳାରେ ରାଜ୍ୟର ପ୍ରଥମ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି

By

Published : Nov 24, 2020, 3:03 AM IST

Updated : Nov 24, 2020, 3:55 AM IST

ପୁରୀ: ବାଲୁକା ଚିତ୍ରକଳାରେ ରାଜ୍ୟର ପ୍ରଥମ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୋମବାର ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ ହୋଇଯାଇଛି । ଏହି ଘଟଣାକୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବାଲୁକାଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏ ନେଇ ସେ ପୁରୀ ବେଳାଭୂମିରେ ଏକ ବାଲୁକାଚିତ୍ର କଳା ମାଧ୍ୟମରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ
Last Updated : Nov 24, 2020, 3:55 AM IST

ABOUT THE AUTHOR

...view details