ଓଡିଶା

odisha

ETV Bharat / videos

ଆଜାଦପୁର ସବଜୀ ମଣ୍ଡିରେ ସର୍ବାଧିକ ଗହଳି, ଧାଡିକି ଧାଡି ଲାଗିଛି ଗାଡି

By

Published : Apr 21, 2020, 11:35 AM IST

ନୂଆଦିଲ୍ଲୀ: ଗାଡି ମଟର କେଁ କାଁ ସାଙ୍ଗକୁ ଖଚ୍ଚାଖଚ୍ଚ ଭିଡ। କେଉଁଠି ଟିକେ ପାଦ ବୁଲାଇବାକୁ ବି ଜାଗା ନାହିଁ। ଏହି ଦୃଶ୍ୟ ହେଉଛି ଏସିଆ ମହାଦେଶର ସର୍ବ ବୃହତ ହାଟ ଆଜାଦପୁର ସାବଜୀ ମାଣ୍ଡିର। ଯେଉଁଠି ପରିବାର ହାଟ ବାହାରେ ଏଭଳି ଟ୍ରାଫି୍କ ଦେଖିବାକୁ ମିଳିଥିଲା। ଲକଡାଉନ 2.0ରେ କଟକଣା ସାମାନ୍ୟ କୋହଳ ହେବାରେ ଏହି ଦୃଶ୍ୟ ବିରାଟ ବିପତ୍ତିକୁ ନିମନ୍ତ୍ରଣ କରୁଛି। ତେବେ ଏହି ସବଜୀ ମଣ୍ଡି ବର୍ତ୍ତମାନ 24 ଘଣ୍ଟା ପାଇଁ ଖୋଲା ରହିବ। ରାତି 10 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ଟ୍ରକ୍ ଚଳାଇବାକୁ ଅନୁମତି ଦିଆଗଲା। ପନିପରିବା ଏବଂ ଫଳ ସକାଳ 6 ଟାରୁ ରାତି 10 ଟା ପର୍ଯ୍ୟନ୍ତ ବିକ୍ରି ହେବ।

ABOUT THE AUTHOR

...view details