ଓଡିଶା

odisha

ETV Bharat / videos

ଯେବେ ଭେଟ ହୁଏ ଭାଲୁ ସହ, ଦେଖନ୍ତୁ ଏହି ଭୟଙ୍କର ଭିଡ଼ିଓ

By

Published : Jul 21, 2020, 10:56 PM IST

ମଣିଷ ଜାଣି ନଥାଏ କେତେବେଳେ କେହା ସହ ଭେଟ ହେବ । କେତେବେଳେ ମୃତ୍ୟୁ ନିକଟତର ହୋଇଯାଇ ତ, ଆଉ କେତେବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଯାଆନ୍ତି ଅନେକ ଲୋକ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଦେଖିଲେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରୀ ଉଠିବ ।

ABOUT THE AUTHOR

...view details