ଓଡିଶା

odisha

ETV Bharat / videos

ଜନବସତିରେ ଶିକାର କଲା ବାଘ, ଲୋକେ ଆତଙ୍କିତ

By

Published : Jul 14, 2022, 9:24 PM IST

ଥିରୁଅନନ୍ତପୁରମ: କେରଳର ୱାୟନାଡ଼ରେ ଜନବସତିକୁ ପଶି ଆସିଲା ମହାବଳ ବାଘ । ଜନବସତିରେ ପୋଷା କୁକୁର ଶିକାର କଲା ବାଘ । ଏହି ସମସ୍ତ ଘଟଣା ସୁଲତାନ ବଥରୀ ଇଲାକାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ସ୍ଥାନୀୟ କଫି ବଗିଚାରେ ଶିକାର କରିବାକୁ ଜଗି ରହିଥିଲା ବାଘ । ଏହାପୂର୍ବରୁ କିଛି ହରିଣ ଏବଂ ଅନ୍ୟାନ ଜନ୍ତୁଙ୍କୁ ଦେହାବଶେଷ ଏଠାରେ ଦେଖିବାକୁ ମିଳିଥିଲା । ଜନବସତିର ବାଘ ପଶିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି ।

ABOUT THE AUTHOR

...view details