ଚର୍ଚ୍ଚାରେ ସୁରଟର ଲେଡି ସିଙ୍ଘମ, ସୋସିଆଲ ମିଡିଆରେ ବଖାଣିଲେ ମନକଥା
ଏବେ ଚର୍ଚ୍ଚାରେ ଲେଡି କନେଷ୍ଟବଳ ଓ ମନ୍ତ୍ରୀଙ୍କ ପୁଅ ମଧ୍ୟରେ ହୋଇଥିବା କଥା କଟାକଟି ପ୍ରସଙ୍ଗ । ଲେଡି ପୋଲିସଙ୍କ କାର୍ଯ୍ୟକୁ ନେଇ ବହୁ ମାତ୍ରାରେ ସମର୍ଥନ ମିଳୁଥିଲେ ମଧ୍ୟ ତାଙ୍କୁ ଏଥିପାଇଁ ବହୁତ ମହଙ୍ଗା ଦଣ୍ଡ ମଧ୍ୟ ମିଳିଛି । ତେବେ ନିଜ ଇସ୍ତଫା ବାବଦରେ ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ଚାଲନ୍ତୁ ଜାଣିବା କଣ କହିଛନ୍ତି ସେ ।