ଓଡିଶା

odisha

Slap festival: ଅଜବ ପରମ୍ପରା, ଏଠି ହୁଏ ଚାପୁଡା ପ୍ରତିଯୋଗିତା

By

Published : Apr 20, 2022, 7:13 AM IST

Published : Apr 20, 2022, 7:13 AM IST

ଥିରୁଅନନ୍ତପୁରମ: ଅଜବ ପରମ୍ପରାକୁ ଅଜବ ପ୍ରଥା । କେରଳର କନ୍ନୁରରେ ବିଷୁ ପର୍ବରେ ଦେଖିବାକୁ ମିଳିଛି ଚାପୁଡା ପ୍ରତିଯୋଗିତା । ଏଠାରେ ବହୁସଂଖ୍ୟାର ଲୋକଙ୍କ ମଧ୍ୟରେ ଚାପୁଡା ପ୍ରତିଯୋଗିତା ହୋଇଛି । ଜଣେ ଜଣଙ୍କ ଉପରେ ଶକ୍ତ ଚାପୁଡା ଲଗାତାର ଭାବେ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଖବର ଅନୁସାରେ, ରାଜ୍ୟର କନ୍ନୁର ସ୍ଥିତ ମାଭିଲାକ୍କାଭୁ ମନ୍ଦିରରେ ବିଷୁ ମହୋତ୍ସବ ହୋଇଥାଏ । ଏଠାରେ ଏକ ଅଂଶ ଭାବରେ ଚାପୁଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । କୋଭିଡ କାରଣରୁ ଗତ ଦୁଇ ବର୍ଷ ଧରି ପ୍ରତିଯୋଗିତା ବନ୍ଦ ଥିବାରୁ ଚଳିତ ଥର ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details