ଓଡିଶା

odisha

By

Published : Jul 3, 2021, 2:47 PM IST

ETV Bharat / videos

ପୁଣେ ହାଇୱେରେ ଦୁର୍ଘଟଣାର ଛାତିଥରା ଦୃଶ୍ୟ...

ମୁମ୍ବାଇ: ମହାରାଷ୍ଟ୍ର ମୁମ୍ବାଇରେ ଭୟାବହ ଦୁର୍ଘଟଣା । ଦୁର୍ଘଟଣାରେ ସ୍ବାମୀ, ସ୍ତ୍ରୀ ସମେତ ପୁଅ ମୃତ । ଏଭଳି ଛାତିଥରା ଦୁର୍ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ପୁଣେ ହାଇୱେରେ । ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details