ଓଡିଶା

odisha

ETV Bharat / videos

କାଳ ହେଲା କୋରୋନା,ଅଧା ବାଟରୁ ଫେରିଲେ ଭକ୍ତ

By

Published : Jun 23, 2020, 5:55 PM IST

ଭୁବନେଶ୍ବର: କାଳ ସାଜିଲା କୋରୋନା । ଭଗବାନଙ୍କଠୁ ଭକ୍ତ ହେଲେ ଅଲଗା । ପୁରୀକୁ ସଟଡାଉନ ଘୋଷଣା ଯୋଗୁଁ ଅଧାରୁ ଫେରୁଛନ୍ତି ଅନେକ ଭକ୍ତ । ଭୁବନେଶ୍ବର ଉପକଣ୍ଠ ଉତ୍ତରା ଛକରେ ମାରୁଛନ୍ତି ୟୁଟର୍ଣ୍ଣ । ପୁରୀ ଜିଲ୍ଲାରେ କର୍ଫୁ ଘୋଷଣା ଯୋଗୁଁ ପୁରୀ ପୋଲିସ ଉତ୍ତରା ଛକରୁ ଲୋକଙ୍କୁ ଫେରାଇ ଦେଉଛନ୍ତି । ଫଳରେ ନିରାଶ ହୋଇ ଫେରୁଛନ୍ତି ଅନେକ ଭକ୍ତ । ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details