ଓଡିଶା

odisha

ETV Bharat / videos

ମଣିମାଙ୍କ ଅବସ୍ଥାନ ପାଇଁ ରଥକୁ ଗଲା ‘ଚକା ଆଉ ଅପସର’

By

Published : Jul 12, 2021, 10:54 AM IST

ଆଜି ପବିତ୍ର ରଥଯାତ୍ରା । କୋରୋନା କଟକଣା ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନୀତି କାନ୍ତି । ଆଉ କିଛି ସମୟ ପରେ ଗଜପତି ପହଞ୍ଚି ଛେରାପହଁରା ଆରମ୍ଭ କରିବେ । ଏପଟେ ମଣିମାଙ୍କ ଅବସ୍ଥାନ ପାଇଁ ରଥକୁ ଯାଉଛି ‘ଚକା ଆଉ ଅପସର’ । ମଣିମାଙ୍କ ପିଠିକୁ ଯେପରି କଷ୍ଟ ନହେବ ସେଥିପାଇଁ ଏହି ଚକା ଆଉ ଅପସର ଲାଗି ହୁଏ । ଏହାକୁ ଆପଣ ଏକ ପ୍ରକାର ପିଠି ତଳିଆ ବୋଲି ମଧ୍ୟ ବୁଝି ପାରିବେ ।

ABOUT THE AUTHOR

...view details