ଓଡିଶା

odisha

By

Published : May 17, 2020, 6:01 PM IST

ETV Bharat / videos

କୋରୋନା ପ୍ୟାକେଜର ଅନ୍ତିମ ଘୋଷଣା, ଶ୍ରମିକ ଓ ଶିକ୍ଷାକୁ ଗୁରୁତ୍ବ

ଆତ୍ମନିର୍ଭର ଭାରତ ପ୍ୟାକେଜର ଶେଷ କିସ୍ତି ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶ ଆଜି ସଙ୍କଟ ସମୟ ଦେଇ ଗତି କରୁଛି । ଏହି ଅବସରରେ ଆମକୁ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଜରୁରୀ । ଆଉ ଏହାକୁ ନେଇ ହିଁ ମୋଦି ସରକାର 20 ଲକ୍ଷ କୋଟିର ପ୍ୟାକେଜ ପ୍ରସ୍ତୁତ କରିଛନ୍ତି । ପ୍ୟାକେଜରେ ଜମି, ଶ୍ରମିକ, ଆଇନ ଓ ନଗଦକୁ ଗୁରୁତ୍ବ ଦିଆଯାଇଛି। ତେବେ ଆସନ୍ତୁ ଦେଖିବା ଆଜି କେଉଁ କ୍ଷେତ୍ର ପାଇଁ କଣ ଘୋଷଣା କରିଛିନ୍ତି ଅର୍ଥମନ୍ତ୍ରୀ ।

ABOUT THE AUTHOR

...view details