ଓଡିଶା

odisha

ETV Bharat / videos

ପାର୍ବଣରେ ଭୋଗ ଲଗାନ୍ତୁ ପିନଟ୍ ଏବଂ କୋକୋନଟ୍ ମୋଦକ - ganesh chaturthi

By

Published : Sep 14, 2021, 12:26 PM IST

ହିନ୍ଦୁ କ୍ୟାଲେଣ୍ଡର ହିସାବରେ ଏବେ ଚାଲିଛି ଭାଦ୍ରବ ମାସ। ଏହି ମାସ ଆସିଲେ ଲୋକେ ଗଣେଶ ଉତ୍ସବକୁ ଚାହିଁ ରହିଥାନ୍ତି। ଏହି ଉତ୍ସବ ଭାଦ୍ରବ ମାସର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟରେ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଧୁମଧାମରେ ଘରକୁ ଆଣେ ଭକ୍ତ। ଶ୍ରୀଗଣେଶଙ୍କ ସ୍ଥାପନା କରିବା ପରେ ପେଡା, ମିଠା, ମୋଦକ ଏବଂ ପ୍ରଭୁଙ୍କ ମନ ପସନ୍ଦର ଭୋଗ ଅର୍ପଣ କରନ୍ତି। ତେବେ ଆଜି ଆମେ ଗଣେଶଙ୍କ ପାଇଁ ପ୍ରସ୍ତୁତ କରିବା ପିନଟ୍ ଏବଂ କୋକୋନଟ୍ ମୋଦକ । ଯାହା ଗଣେଶଙ୍କର ବହୁତ ପ୍ରିୟ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ ପିନଟ୍ ଏବଂ କୋକୋନଟ୍ ମୋଦକ...

ABOUT THE AUTHOR

...view details