ଓଡିଶା

odisha

ETV Bharat / videos

କାରକୁ ଧକ୍କା ଦେଲା ଟ୍ରକ, ସିସିଟିଭି ଫୁଟେଜରେ କଏଦ ହେଲା ଛାତିଥରା ଦୃଶ୍ୟ

By

Published : Dec 21, 2020, 10:09 PM IST

ଭୋପାଳ: ଚାହୁଁ ଚାହୁଁ ମାଡିଗଲା ଟ୍ରକ । ଆଖି ପିଛୁଳାକେ ଚାଲିଗଲା 5 ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରର ସିଓନିରେ । ଏକ ଟ୍ରକ କାରକୁ ଧକ୍କା ଦେବରୁ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ABOUT THE AUTHOR

...view details