ଓଡିଶା

odisha

ETV Bharat / videos

ମଧ୍ୟରାତ୍ରରେ ଧରାପୃଷ୍ଠରେ ପାଦ ରଖିଲେ ପ୍ରଭୁ ଯୀଶୁ

By

Published : Dec 25, 2019, 3:01 AM IST

ଫୁଲବାଣୀ: ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ପ୍ରଭୁଙ୍କୁ ଧରାପୃଷ୍ଠରେ ସ୍ବାଗତ କରିବାକୁ ସବୁ ଆଡେ ଦେଖିବାକୁ ମିଳିଥିବା ବଡଦିନର ମାହୋଲ । ଘର ଠାରୁ ଆରମ୍ଭ କରି ଚର୍ଚ୍ଚ ମାନଙ୍କରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବାକୁ ଚର୍ଚ୍ଚ ମାନଙ୍କରେ ସମୂହ କାରୋଲ ଗାନ ବି କରାଯାଇଛି । ତେବେ ଚାଲନ୍ତୁ ଜାଣିବା ଫୁଲବାଣୀରେ କିଭଳି କରଯାଇଛି ବଡଦିନ ବା ଖ୍ରୀଷ୍ଟମାସର ପାଳନ ।

ABOUT THE AUTHOR

...view details